Browsing Tag

bargarh news

ଅଶୋକା ବିଲ୍ଡକନ୍ ଓ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଅଶୋକା ବିଲ୍ଡକନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଟୋଲଗେଟ୍ ବରାହଗୋଡାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ଭାରତୀୟ ଜାତୀୟ ରାଜପଥ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ଵର ରାଏ ଓ
Read More...

ବନ ମହୋତ୍ସବରେ ବୃକ୍ଷ ରୋପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ କମଲପଦର ଗ୍ରାମ୍ୟ ଜଙ୍ଗଲରେ ଆଜି ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟ ସାରା ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ
Read More...

ବ୍ଲକସ୍ତରୀୟ ଏସ୍ ସି ମୋର୍ଚ୍ଚା ସାଂଗଠନିକ ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳ, ଭେଡେନ ବ୍ଲକ ସଂକିର୍ଡା ମଣ୍ଡଳର ଥୁଆପାଲି ଆମ ହରିଜନପଡାଠାରେ ବିଜେପି ଏସ୍ ସି ମୋର୍ଚ୍ଚାର ସଭାପତି ଗୌର ନାଗଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ଏସ୍ ସି ମୋର୍ଚ୍ଚା ସଭାପତି ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ
Read More...

ରାଜ୍ୟସଭା ସାଂସଦ ଭାବେ ଅବସର ନେଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜନୀତିରେ କେବେ ନଥାଏ ଅନ୍ତ । ସଠିକ୍ ଓ ସୂଚାରୁ ରୂପେ ନିଜର ସମସ୍ତ କାର୍ଯ୍ୟକୁ ତୁଲାଇଥିବା ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ରାଜ୍ୟସଭା ସାଂସଦ ଭାବେ ଅବସର ନେଇଛନ୍ତି । ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେ ଅନେକ ପରିବର୍ତ୍ତନର ସାମ୍ନା କରିଆସୁଥିବା ବେଳେ,
Read More...

ପବିତ୍ର ରଥଯାତ୍ରାରେ ପ୍ରଥମ ଥର ବରଗଡ଼ ହାଟପଦାରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ୧୦୧ ୟୁନିଟ ରକ୍ତ ସଂଗୃହୀତ ମାନବିକତା ଦେଖାଇଲେ ହାଟପଦାବାସୀ ପବିତ୍ର ରଥଯାତ୍ରା ଅବସରରେ ଗତ ଶୁକ୍ରବାର ଦିନ ୱାର୍ଡ ନମ୍ବର ୦୩ ହାଟପଦା ସ୍ଥିତ ମା' ଦୂର୍ଗା ମହିଳା ସମିତି କାର୍ଯ୍ୟାଳୟ ପରିସରରେ ହାଟପଦାର ସ୍ୱୟଂସେବୀ ସଂସ୍ଥା ସଂକଟମୋଚନ ସହାୟକ ସଙ୍ଘ ଆଉ
Read More...

ଗୁଡେଶିରାରେ ଶ୍ରୀ ଗୁଣ୍ଡିଚାଯାତ୍ରା ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ଗୁଡେଶିରା ନଖୁଆ ବାବାମଠଠାରେ ଭବ୍ୟ ଶୋଭାଯାତ୍ରା ସହ ପାଳନ ହେଲା ଶ୍ରୀ ଗୁଣ୍ଡିଚାଯାତ୍ରା । ଏହି ଶ୍ରୀ ଗୁଣ୍ଡିଚାଯାତ୍ରାରେ କୀର୍ତ୍ତନ ପାର୍ଟି, ଦୁଇଟି ଘଣ୍ଟ ପାର୍ଟି, କସ୍ତାଲ ପାର୍ଟି, ବେଣ୍ଡ ପାର୍ଟି ଇତ୍ୟାଦିମାନଙ୍କ ଦ୍ଵାରା ବିରାଟ
Read More...

ରଥଯାତ୍ରା ସମ୍ମିଳିତ ସ୍ୱତନ୍ତ୍ର ମୋହର ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପବିତ୍ର ରଥଯାତ୍ରା ଉପଲକ୍ଷେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ସ୍ୱତନ୍ତ୍ର ରଥଯାତ୍ରା ସମ୍ମିଳିତ ମୋହର ଉନ୍ମୋଚିତ ହୋଇଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ମୁଖ୍ୟ ଡାକଘର ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଅତିରିକ୍ତ
Read More...

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଲିଟିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ପ୍ରଧାନଙ୍କ ଚାକିରିରୁ ଅବସର ଗ୍ରହଣ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଭ୍ୟସଭ୍ୟାଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଚେୟାରମ୍ୟାନ ଚୂଡାମଣି ଭୁଏଙ୍କ
Read More...

ଜିଲ୍ଲା ଉନ୍ନୟନ ସମନ୍ୱୟ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସାଂସଦ ତଥା ଦିଶାର ଅଧ୍ୟକ୍ଷ ସୁରେଶ ପୂଜାରୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲାରେ ହୋଇଥିବା ବା
Read More...

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର ମହିଳା ଶାଖା

ବରଗଡ଼, (ନିରୋଜ କୁମାର ପାଣୀ) : ନାରୀ କେବେବି ଅବଳା ବା ଦୁର୍ବଳା ନେହେଁ । ସେ ସବୁ ବେଳେ ସବଳା । ନାରୀ ମହିଳା ରୂପରେ ହେଉ କି ଦେବୀ ରୂପରେ ସେ ମହାଶକ୍ତି ସଂପୂର୍ଣ୍ଣା । ଆଜିର ନାରୀ କୌଣସି ଗୁଣରେ ପୁରୁଷ ଠାରୁ କମ ନୁହନ୍ତି । ଆଜି ଏକଥା ପ୍ରମାଣ କରି ଦେଖାଇଛନ୍ତି ସଂକଳ୍ପ ପରିବାରର
Read More...