ଷଷ୍ଠ ଦିନରେ ବରଗଡ ଧନୁଯାତ୍ରା ମହୋତ୍ସବ
ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ସମାରୋହର ଆଜି ଷଷ୍ଠ ଦିନରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଛି । ସହରର ୫ କିଲୋମିଟର ପରିଧି ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ମୁକ୍ତାକାଶ ମଞ୍ଚରେ ପ୍ରତ୍ୟେକ ଲୋକ ନିଜକୁ ଅଭିନୟରେ ସାମିଲ କରିଥାନ୍ତି ।!-->…
Read More...
Read More...