ସରକାରୀ ସହାୟତା ଅପେକ୍ଷାରେ ବିଧବା ମହିଳା
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଅଡ଼ଗାଁ ଗ୍ରାମର ପୁଷ୍ପା ଭୁଏ ଅତି ଅଳ୍ପ ବୟସରୁ ନିଜ ସ୍ୱାମୀଙ୍କୁ ହରାଇ ବର୍ତ୍ତମାନ ଦୁଇ ଶିଶୁ ସହିତ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି । ସେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି ।
ସୂଚନା କ୍ରମେ ନୂଆଁ ସରସରା ଗ୍ରାମର!-->!-->!-->…
Read More...
Read More...