Browsing Tag

bargarh news

ବରପାଲି ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କୁ ଥଇଥାନ ନକଲେ ଜୋରଦାର ଆନ୍ଦୋଳନ ହେବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପଧାନ) : ବରପାଲି ଏନଏସି ଅଧୀନରେ ଥିବା ୱାର୍ଡ ନଂ ୩ ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କ ଘରକୁ ଜବର ଦଖଲ ନାମରେ ଉଚ୍ଛେଦ କରିବାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିଛି । ରାଜ୍ୟ ସରକାରଙ୍କ 'ଜାଗା ମିଶନ' ଯୋଜନାରେ ସମସ୍ତଙ୍କୁ ପ୍ରମାଣ ପତ୍ର ମିଳିଥିବା ବେଳେ ଥଇଥାନ ନକରି
Read More...

ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଏକ ଲୁଟ୍‌ ଅଭିଯୋଗ ଆସିଛି । ଆଜି ଦିନ ପୂର୍ବା‌ହ୍ନ ୧୧ଟା ୨୫ ମିନିଟ ସମୟରେ ବିଚ୍‌ ରାସ୍ତାରେ ଜଣେ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି । ଗୋଡ଼ଭଗା ସମବାୟ ବ୍ୟାଙ୍କକୁ
Read More...

ବରଗଡ଼ ମୁଣ୍ଡାପଡା ଡମ୍ପିଙ୍ଗ୍‌ ୟାଡ଼ ସ୍ଥାନାନ୍ତରଣ ଓ ସହରର ପରିମଳ ବ୍ୟବସ୍ଥା ସୁଦୃଢ଼ ଦାବୀରେ ଜିଲ୍ଲାପାଳ ଅଫିସ…

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ଶୋଚନୀୟ ହେଉଥିବା ବେଳେ ମୁଣ୍ଡାପଡା ଡମ୍ପିଙ୍ଗ୍‌ ୟାର୍ଡ ଏବେ କୁତ୍ରିମ ଆବର୍ଜନା ପାହାଡ଼ ହୋଇଛି । ଏହାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ବୁଧବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ
Read More...

ଭଟଲି ବ୍ଲକର ସରକାରୀ ସ୍କୁଲକୁ ବନ୍ଦ କରାନଯାଉ : ଆପ୍

ବରଗଡ଼, (ସତ୍ୟନାରାୟଣ ପଧାନ ) : ରାଜ୍ୟ ସରକାର ବନ୍ଦ କରୁଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ଭଟଲି ବ୍ଲକର ୧୫ଟି ସ୍କୁଲ ରହିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଅଭିଭାଭକ ମାନେ ବିରୋଧ କରୁଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ସର୍ଭେ କରି ସ୍କୁଲ ଗୁଡ଼ିକୁ ପୁନଃ ଖୋଲିବାକୁ ସରକାର ନିର୍ଦେଶ
Read More...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଜାତୀୟ ଉତ୍ସବ
Read More...

ସଂପର୍କ ସ୍ୱେଚ୍ଛାସେବୀ ସଂଘ ମାତୃଛାୟା ଶାନ୍ତି ତପୋବନ ଆଶ୍ରମରେ ଅନ୍ତେବାସୀମାନଙ୍କ ସହିତ ନୁଆ ବର୍ଷ ପାଳନ କଲା

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ସଦା ସର୍ବଦା ଅସହାୟଙ୍କ ସେବାରେ ସମର୍ପିତ । ଯାହାର କେହି ନାହିଁ, ତାର ସଂପର୍କ ସ୍ୱେଚ୍ଛାସେବୀ ସଂଘ ଅଛି । ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛି ସଂଘ । ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଚକରକେନ୍ଦ ସ୍ଥିତ ମାତୃଛାୟା ଶାନ୍ତି
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧ ଉଦ୍ଧାର : ଚିକିତ୍ସାଧୀନ ଅବ‌ସ୍ଥାରେ ମୃତ୍ୟୁୁ

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି କାହିଁକି ଅଲୋଡା ବୃଦ୍ଧ ବାପା ମା', ଏ ପ୍ରଶ୍ନ ବାରମ୍ବାର ଆମକୁ ଆନ୍ଦୋଳିତ କରେ । ଏଭଳି ଜଣେ ଅଲୋଡ଼ା ବୃ‌ଦ୍ଧ ନି‌ଷ୍ଠା ପରିବାର ‌ଦ୍ୱାରା ଉ‌ଦ୍ଧାର ହୋଇଛ‌ନ୍ତି । ଗତ ୫ ତାରିଖ ଦିନ ବରଗଡ ରେଳ ଷ୍ଟେସନ ପାଖରେ ହାଡଭଙ୍ଗା ଶୀତରେ ରୋଡ ସାଇଡରେ ପଡିଥିଲେ ଜଣେ
Read More...

ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଭାରତର ପ୍ରଥମ ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୦ତମ ଜନ୍ମ ଜୟନ୍ତୀ ବରଗଡ଼ ସଦର ତୋରା ଠାରେ ପାଳିତ ହୋଇଯାଇଛି । ନାରୀ ଶିକ୍ଷା, ସାମାଜିକ କୁସଂସ୍କାର ଭଳି କ୍ରାନ୍ତିକାରୀ କାର୍ୟ୍ୟ କରିଥିବାରୁ ତାଙ୍କୁ ମନେ ପକେଇବା ପାଇଁ ନାରୀ ଚେତନା
Read More...

ଜିଲ୍ଲାପାଳଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଜେପୁର ବ୍ଲକ ଅନ୍ତର୍ଗତ ସାଇପାଲି ଗ୍ରାମରେ ବରଗଡ଼ ଜ଼ିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ
Read More...

ଅଙ୍ଗଦାନ ନିଷ୍ପତ୍ତି ନେଇ ନୂଆବର୍ଷ ଆରମ୍ଭ କଲେ ବରଗଡ଼ର ଦୁଇଜଣ ସମାଜସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୧ । ଏହି ଦିନଟିକୁ ଅନେକ ଲୋକେ ଭୋଜି ଭାତ ସହିତ ମୌଜ ମଜଲିସରେ କଟେଇବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଅନେକ ଲୋକ ଏହି ଦିନରେ ଅସହାୟ ଗରିବ ଲୋକଙ୍କ ସହିତ ପାଳନ କରିବାକୁ ପସନ୍ଦ କରୁଛନ୍ତି ନୂଆବର୍ଷ । ବରଗଡ଼ର ଦୁଇଜଣ
Read More...