Browsing Tag

bargarh news

କବୟିତ୍ରୀ ଅଞ୍ଜନା ଚାନ୍ଦଙ୍କ ପୁସ୍ତକ ପ୍ରତିଧ୍ୱନିର ଅନ୍ତରାଳେ ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କବୟିତ୍ରୀ ଅଞ୍ଜନା ଚାନ୍ଦଙ୍କ ପୁସ୍ତକ ପ୍ରତିଧ୍ୱନିର ଅନ୍ତରାଳେ ଉନ୍ମୋଚିତ ହୋଇଯାଇଛି । ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ପରିସରରେ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପୁସ୍ତକର ପ୍ରକାଶକ ସିଦ୍ଧାର୍ଥ ଗୌତମ ଯୋାୀ,
Read More...

ଷ୍ଟେମ ଉପକରଣ ସମ୍ବନ୍ଧରେ ଶିକ୍ଷକମାନଙ୍କ କର୍ମଶାଳା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଏସିସି ଟ୍ରଷ୍ଟ ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବରଗଡ଼ ଜ଼ିଲ୍ଲାର ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀକୁ ନେଇ କଟାପାଲି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇ ଦିନିଆଁ ଷ୍ଟେମ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...

ଯଶବୀର ସିଂ ଗଙ୍ଗାଧର ନଗର ସ୍କୁଲକୁ ପୈ।ଷ୍ୟ ସ୍କୁଲ ଭାବେ ଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ମୋ ସ୍କୁଲ ଅଭିଯାନ କ୍ରମରେ ବରଗଡ଼ ପୈ।ରାଞ୍ଚଳ ଅନ୍ତର୍ଗତ ଗଙ୍ଗାଧର ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଏଇଏମ ଇଂରାଜୀ ମାଧ୍ୟମ ସ୍କୁଲର ଉପାଧ୍ୟକ୍ଷ ଯଶବୀର ସିଂ ପୈ।ଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ବିଭାଗ
Read More...

ମୃତ ଚାଷୀ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କର : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ଧାନ ଅବିକ୍ରୀ ଏବେ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିଜ ଦାଇତ୍ୱରୁ ଓହରି ଯାଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଏହି ସମୟରେ ଧାନ ବିକ୍ରି କରି ନପାରି ମାନସିକ ଦୁଶ୍ଚିନ୍ତାରୁ ଜଣେ ଚାଷୀଙ୍କ ହୃଦଘାତରେ
Read More...

ଆଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଖାଦ୍ୟ ବାଟ ମାରଣା ଅଭିଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ଓଡିଶା ସରକାରଙ୍କ ପକ୍ଷରୁ ପରିପୁରକ ପୁଷ୍ଟିକର ଯୋଜନାରେ ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କ ନିମନ୍ତେ ଗରମ ରନ୍ଧନ ଖାଦ୍ୟ ସୋମବାରରୁ ଶନିବାର କିପରି ଓ କେତେ ପରିମାଣର ଦିଆଯିବ, ତାର ଏକ ତାଲିକା ସମସ୍ତ ଆଙ୍ଗନବାଡି
Read More...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରତିବାଦରେ ବରଗଡ଼ ସହର ଓ ଆଖ ପାଖ ଅଞ୍ଚଳର ପେଟ୍ରୋଲ ପମ୍ପ ଗୁଡ଼ିକରେ ଲାଗି ଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପେଟ୍ରୋଲିୟମ
Read More...

ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ ସମ୍ମାନୀତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ ଏମପାୱାର ମେଣ୍ଟ ବରଗଡ ତରଫରୁ ଭେଡେନ ବ୍ଲକ ଡାଲବ ପଞ୍ଚାୟତ କନ୍ଧପଡ଼ାର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଯେଉଁ ସମୟରେ କରୋନା ୧୯ ପ୍ରଭାବ ବିସ୍ତାର କରି ସରକାରଙ୍କ ତରଫରୁ
Read More...

ବୀର ଯବାନଙ୍କୁ ଉମା ମାହେଶ୍ବରୀ ଶକ୍ତିପୀଠରେ ସମର୍ଦ୍ଧନା

ବରଗଡ଼ : ମାଁ ମାଟି ର ସେବାରେ ନିଜକୁ ସମର୍ପିତ କରି ଘର ଛାଡି ବାହାରେ ରହୁଥିବା ଭାରତ ମାତାର ସେଇ ବୀର ଯବାନ ପୁଅ ଆଜି ନିଜର ଜନ୍ମ ମାଟିକୁ ଫେରିଛନ୍ତି । ଏହି ଶୁଭ ଅବସରରେ ମା' ମାଟିର ସେ ବୀର ପୁଅ ମାନକର ଲାଗି ଆଜି ବରଗଡ ଜିଲ୍ଲା ଉମା ମାହେଶ୍ବରୀ ଶକ୍ତିପୀଠ କୁରୁଆଁ ଗ୍ରାମରେ ମା'
Read More...

ଜିଲ୍ଲା କ୍ରିକେଟ୍ ନକ ଆଉଟ୍ ପ୍ରତିଯୋଗିତା ଆସନ୍ତା ମାର୍ଚ୍ଚ ୩ରୁ ପଦ୍ମପୁର ଓ ସୋହେଲାରେ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରୀଡ଼ା ସଂସଦ ଓ କ୍ରିକେଟ୍ ଏସୋସିଏସନ୍ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା କ୍ରିକେଟ୍ ନକ୍ ଆଉଟ୍ ପ୍ରତିଯୋଗିତା ଆସନ୍ତା ମାର୍ଚ୍ଚ ୩ ତାରିଖରୁ ପଦ୍ମପୁର ଓ ସୋହେଲା ଠାରେ ଆୟୋଜନ କରିବାକୁ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିରେ
Read More...

ଆଶ୍ରମ ପରିସରରୁ ବାବାଙ୍କ ମୃତ ଦେହ ଉଦ୍ଧାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ନିକଟରେ ଅବସ୍ଥିତ ବାଳ ଯୋଗେଶ୍ୱରୀ ଆଶ୍ରମରୁ ଆଜି ‌ସ୍ୱାମୀ ଦାମୋଦର ସଦା ବାବା((୭୫) ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଆଶ୍ରମ ବାହାରେ ତାଲା ପଡ଼ିଥିବା ବେଳେ ପରିସରରେ ମୃତ ଦେହ ପଡ଼ିଥିବାରୁ ଏହା
Read More...