Browsing Tag

bargarh news

ବରଗଡ଼ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ ଆରମ୍ଭ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ଓ ସଂଯୋଜନା ବିଭାଗ, ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା ୩୦୨୯/ତା୨୪.୦୨.୨୦୨୧ ଅନୁଯାୟୀ ଆଜି ବରଗଡ଼ ଜିଲ୍ଲାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ବରଗଡ଼ ଜିଲ୍ଲା ଯୋଜନା ଓ
Read More...

ଥୁଆପାଲି ଠାରେ ଗରିବ ବ୍ରାହ୍ମଣ ପିଲା ମାନ‌ଙ୍କ ବ୍ରତୋପନୟନ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ଝରାପାଲି ମାର୍କେଟ ଥୁଆପାଲି ଠାରେ ସ୍ଵର୍ଗତ ବୀରବଲ୍ ଅଗ୍ରୱାଲ ଏକ ମହାଦେବ ମନ୍ଦିର ନିର୍ମାଣ କରିଥିଲେ । ଯେଉଁ ଗରିବ ବ୍ରାହ୍ମଣ ପିଲାମାନେ ବ୍ରତୋପନୟନ ହୋଇପାରୁ ନଥିଲେ, ସେହି ପରିବାରର ବ୍ରାହ୍ମଣ ପିଲା
Read More...

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ସମ୍ମିଳନୀ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଡୁଙ୍ଗୁରି ସ୍ଥିତ ଏସିସି ସ୍ପୋର୍ଟ୍ସ କ୍ଲୁବ ଠାରେ ଏସିସି ସ୍ପୋର୍ଟ୍ସ କ୍ଲବ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ତଥା ପ୍ରତିଜ୍ଞା ଟ୍ରଷ୍ଟର ସହାୟତାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...

ବିକାଶ ନର୍ସିଂ କଲେଜର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ‘ଅଭ୍ୟୁଦୟ’ ଶୀର୍ଷକ ଇଣ୍ଡକ୍ସନ ଏଣ୍ଡ ଓରିଏଣ୍ଟେସନ୍‌…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଶିକ୍ଷା ସମୂହରେ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ପ୍ରଥମ କରି ଆରମ୍ଭ ହୋଇଥିବା ବିକାଶ ନର୍ସିଂ କଲେଜର ବି.ଏସ୍‌ଏସ୍‌(ନର୍ସିଂ) ଏବଂ ଏ.ଏନ୍‌.ଏମ୍‌. ପାଠ୍ୟକ୍ରମ
Read More...

ମାରିଓ ମେଲେଟା ମେମୋରିଏଲ ଜିଲ୍ଲା ନକ୍ ଆଉଟ୍ କ୍ରିକେଟ ପ୍ରତିଯୋଗିତା : ବୋଡାସମ୍ବର ସ୍ପୋର୍ଟିଂ ପଦ୍ମପୁରକୁ ହରାଇ ବ୍ଲୁ…

ବରଗଡ଼/ସୋହେଲା, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ମିନି ଷ୍ଟାଡିଅମ ଠାରେ ଚାଲିଥିବା ମାରିଓ ମେଲେଟା ମେମୋରିଏଲ ଜିଲ୍ଲା କ୍ରିକେଟ ନକ୍ ଆଉଟ୍ ପ୍ରତିଯୋଗିତାରେ ପଦ୍ମପୁରକୁ ହରାଇ ବରଗଡ଼ ଚମ୍ପିୟାନ ହୋଇଛି । ଟସ୍‌ ଜିତି ବରଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ୧୮୯ ରନ ସଂଗ୍ରହ
Read More...

ସଂଯୁକ୍ତ ଯୁବ ସଂଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଆନ୍ତର୍ଜାତିକ ମହିଳା ଦିବସ ସଂଯୁକ୍ତ ଯୁବ ସଂଗଠନ ବରଗଢ ତରଫରୁ ପ୍ରତିବର୍ଷ ପରଶ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା ,ବାନପ୍ରସ୍ଥ (ଜରାନିଵାସ) ଚକରକେନ୍ଦ ଛକ ବରଗଡ଼ ଠାରେ ପ୍ରାକୃତିକ ସୁରମ୍ୟ ପରିବେଶ ମଧ୍ୟରେ ପାଳିତ
Read More...

ବିଶ୍ୱ ମହିଳା ଦିବସ ଅବସରରେ ଜଣେ ସାଧାରଣ ମହିଳା ପୁଷ୍ପା ବେହେରାଙ୍କ ସଂଘର୍ଷର କାହାଣୀ

ବରଗଡ଼, (ନିରୋଜ କୁମାର ପାଣୀ) : ସାରା ବିଶ୍ଵରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଏ । ଅନେକ ସଫଳ ମହିଳାଙ୍କ ବିଷୟରେ ଜାଣିବାକୁ ମିଳେ କିନ୍ତୁ ଅନେକ ସାଧାରଣ ମହିଳା ଅଛନ୍ତି ଯାହାଙ୍କୁ କେହି ଜାଣନ୍ତି ନାହିଁ ସେମାନେ ଜୀବନକୁ ତିଳତିଳ କରି ଜାଳି ଦେଇ ଚାଲନ୍ତି ସେମିତି ଜଣେ
Read More...

ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ବରଗଡ଼ର ପୁଷ୍ପାନସ ନଲେଜ ହବ୍ ପ୍ରତିଯୋଗୀଙ୍କ କୃତିତ୍ୱ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ପୁଷ୍ପାନସ ନଲେଜ ହବ୍‌ର ତିନିଜଣ ଯୁବ କ୍ରୀଡାବିତ‌ଙ୍କ ସମେତ ଝାରସୁଗୁଡ଼ାର ଜଣେ ପ୍ରତିଯୋଗୀ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସରେ କାଶ୍ମୀରର ଗୁଲ୍ମର୍ଗ ଠାରେ କୃତିତ୍ୱର ସହ ବରଗଡ଼ ଫେରି ଆସିଛନ୍ତି । ଓଡ଼ିଶାର ଆଇସ ଷ୍ଟକ୍ ସଙ୍ଘର ସହଯୋଗରେ ରାଜ୍ୟ କୋଚ୍
Read More...

ଜିଲ୍ଲା ଲେଖିକା ପରିଷଦ ବାର୍ଷିକ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ‌ପ୍ରଧାନ) : ବରଗଡ଼ ଜିଲ୍ଲା ଲେଖିକା ପରିଷଦର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଅଧ୍ୟାପିକା ଚାପାନୀ
Read More...

ଜିଲ୍ଲା କନିଷ୍ଠ ବର୍ଗ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ : ପ୍ରୀତିଶ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଶିବମ କନ୍ଧେର ଶ୍ରେଷ୍ଠ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା କ୍ରିକେଟ ଆସୋସିଏସନ୍‌ର ଭିଜନ ୨୦୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଜିଲ୍ଲା କ୍ରିକେଟ
Read More...