Browsing Tag

bargarh news

ଜିଲ୍ଲାରେ ବଢ଼ି ଚାଲିଛି କରୋନା ସଂକ୍ରମଣ : ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣର ‌ଦ୍ୱିତୀୟ ଲହର ପ୍ରତି ଦିନ ବଢିବାରେ ଲାଗିଛି । ଗତ ତିନିଦିନ ମଧ୍ୟରେ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୧୮୫ ଜଣ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୭ ତାରିଖରେ ସଂକ୍ରମଣ ୪୮ ଥିବା ବେଳେ ୮ ତାରିଖରେ
Read More...

ଆଜିଠୁ ରାୟପୁର ଲକ୍‌ଡାଉନ : ଜିଲ୍ଲାରୁ ଅତ୍ୟାବଶ୍ୟକ ସାମଗ୍ରୀ ଉଭାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରୁ ରାୟପୁର ବଜାରରୁ ଆସୁଥିବା ସାମଗ୍ରୀ ଆଜି ସଂଧ୍ୟାରୁ ଉଭାନ ହୋଇଗଲାଣି । ଅପରପକ୍ଷରେ ଲୋକେ ଦର ବୃଦ୍ଧି ଭୟରେ ବିଶେଷ କରି ତେଜରାତି ସାମଗ୍ରୀ କିଣି ନେଉଥିବା
Read More...

ବରଗଡରେ ସରକାରୀ କୋଭିଡ଼ ହସ୍ପିଟାଲ ଖୋଲିବା ଦାବୀରେ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବରଗଡ଼ରେ ବଢ଼ି ଚାଲିଥିବା ବେଳେ ଗତକାଲି ୮୪ଟି କେସ୍ ସାମ୍ନାକୁ ଆସିଥିଲା । ହେଲେ ସରକାରୀ କୋଭିଡ଼ ହସ୍ପିଟାଲ ବନ୍ଦ ହୋଇଥିବାରୁ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । ବାଧ୍ୟ ହୋଇ ପ୍ରାଇଭେଟ ହସ୍ପିଟାଲକୁ ଯାଇ
Read More...

ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ବାଲ ଗୋପାଳ ଫୁଡ ପ୍ରଡକ୍ଟ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବାଲ ଗୋପାଳ ଫୁଡ ପ୍ରଡକ୍ଟ ପ୍ରା:ଲିଃ ଠାରେ ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ବାଲ ଗୋପାଳ ଫୁଡ ପ୍ରଡକ୍ଟ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁ‌ଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ
Read More...

ଜନସଚେତନତା ପାଇଁ ପଦକ୍ଷେପ ନେଲା ଭେଡେନ‌ ପୋଲିସ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଥାନାର ଆଇଆଇସି ହେମନ୍ତ ରାଓ ସବ୍‌ ଇନିସ୍ପେକଟର ମନୋଜ ପ୍ରଧାନ ଓ ଷ୍ଟାଫ୍ ମାନଙ୍କ ସହିତ ଭେଡେନ ଥାନା ବିଭିନ୍ନ ଅଂଚଳ ପେଟ୍ରୋଲିଂ କରି କରୋନାର ଦ୍ଵିତୀୟ ପର୍ୟ୍ୟାୟ ସରକାରୀ ନିୟମ ମାନିବାକୁ ଜନସାଧାରଣଙ୍କୁ ସଚେତନତ କରାଇଛନ୍ତି । ମାକ୍ସ
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପକୁଲପତିଙ୍କ ବିରୋଧରେ ତାତିଲା ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପକୁଳପତି ସଞ୍ଜୀବ ମିତ୍ତଲଙ୍କ ବିରୋଧରେ ପାଞ୍ଚ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଛାତ୍ର କଂଗ୍ରେସର କହିବା ଅନୁଯାୟୀ ତାଙ୍କର
Read More...

କୁଳପତିଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଦୁର୍ବ୍ୟବହାର ଓ ସମ୍ବଲପୁରୀ ବସ୍ତ୍ର ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ମଙ୍ଗଳବାର ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀମାନେ ଛାତ୍ର କଂଗ୍ରେସର ନେତୃତ୍ୱରେ ଯୁକ୍ତ ତିନି ତୃତୀୟ ବର୍ଷ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବା ଦାବୀ ନେଇ ଏକ ସ୍ମାରକପତ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରିବାକୁ ଯାଇଥିବା ବେଳେ
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ଯୁବତୀଙ୍କ ଶବ ସତ୍କାର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଏକବିଂଶ ଶତାବ୍ଦୀର ବୈଜ୍ଞାନିକ ଯୁଗରେ ଆଧୁନିକ ପରିପାଟି ପୂର୍ଣ ଦେଶରେ ଆମେ ଆଜି ଉପନୀତ । କିନ୍ତୁ ପରିତାପର ବିଷୟ ଯେ ଆଜି ବି ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି । ଜାତିପ୍ରଥା, ଛୁଆଁ ଅଛୁଆଁର ‌ଦ୍ୱାହି ଦେଇ ସଭ୍ୟ ସମାଜ
Read More...

ବିଶ୍ଵ ସ୍ୱାସ୍ଥ୍ୟ କଲ୍ୟାଣ ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବିଶ୍ଵ ସ୍ୱାସ୍ଥ୍ୟ କଲ୍ୟାଣ ଦିବସ ଅବସରରେ ବରଗଡ ଜିଲ୍ଲାର ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପାଳିତ ହୋଇଯାଇଛି । ଏଥିରେ ଭେଡେନ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସୁଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ନକ୍ସଲ ଆକ୍ରମଣରେ ୨୨ ଜଣ ସହିଦ ଯବାନଙ୍କୁ ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଛତିଶଗଡ଼ ସୁକମା- ବିଜାପୁର ସୀମାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ହସ୍ପିଟାଲ ବଞ୍ଚାଅ ଅଭିଯାନ । ବରଗଡ ପୁରୁଣା ହସ୍ପିଟାଲରେ ମହମବତି ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନୀରବ ପ୍ରାର୍ଥନା କରିଥିଲେ । ଆବାହକ ରମେଶ
Read More...