Browsing Tag

bargarh news

ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ଗୁରୁ ଭଗବାନ ସାହୁ ସ୍ମୃତି କମିଟି ସଭାପତି ମୋହନ ସାହୁଙ୍କ ସଭାପତିତ୍ୱରେ ‌ସ୍ୱର୍ଗତ ଗୌରଚନ୍ଦ୍ର ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କନବାର ଗ୍ରାମରେ ଗଢି ଉଠିଥିବା ଭଗବାନ
Read More...

ରବି ଋତୁର ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ରବି ଋତୁର ଧାନ ସଂଗ୍ରହ ଆସନ୍ତା ମେ ୫ ତାରିଖରୁ ଆରମ୍ଭ ହେବ । ଜିଲ୍ଲାର ବରଗଡ଼, ଅତାବିରା, ପଦ୍ମପୁର ଆରଏମସି ଅନ୍ତର୍ଗତ ମଣ୍ଡି ଗୁଡିକରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ସହ ଧାନ ଓଜନ ମେସିନ, ମିଶ୍ଚର ମେସିନ ଆଦିର ବ୍ୟବସ୍ଥା
Read More...

ନଳ କୂଅ ମରାମତି ପାଇଁ ସାଧାରଣରେ ଦାବୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ବସଷ୍ଟାଣ୍ଡ (ପପଂଗା ରୋଡ)ର ନଳ କୂଅ ଅଚଳ ହୋଇଯାଇଛି । ଆଖପାଖରେ ଏକ ମାତ୍ର ନଳ ରହିଛି । ବର୍ତମାନ ଖରା ଦିନ ହେଉ ଥିବାରୁ ପାନୀୟ ଜଳର ଅଭାବ ରହିଥାଏ । ଏହି ନଳ କୂଅ ପାଣି ପାଇଁ ବୃଦ୍ଧ, ବୃଦ୍ଧା, ଶିଶୁ,
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଅଜାତଶତ୍ରୁ ଆନନ୍ଦ ଆଚାର୍ୟ୍ୟଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଏବଂ ଅଜାତଶତ୍ରୁ ଆନନ୍ଦ ଆଚାର୍ୟ୍ୟଙ୍କ ୮୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା-ମୋ-ପରିବାର (ଜୀବନ ବିନ୍ଦୁ) ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ବୁର୍ଲା ରକ୍ତ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳ ଛତ୍ର ପ୍ରକଳ୍ପର ଶୁଭାରମ୍ଭ

ବରଗଡ଼, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ଆଜି ପୋଡବାଡି ଛକ ଠାରେ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେରେ ମୁଖ୍ୟଅତିଥି ଭାବେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁକେଶ୍ପର ନାଏକ, ସମ୍ମାନିତ ଅତିଥିଭାବେ
Read More...

କରୋନାରେ ପୁଣି ଗଡ଼ିଲା ମୁଣ୍ଡ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନାର ଦ୍ବିତୀୟ ଲହରୀ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଅଧିକ ଚିନ୍ତା ବଢ଼ାଇଛି ଗତ ୩ ଦିନରେ ବରଗଡ଼ ସହରରେ ଥିବା ଏକ ଘରୋଇ ଚିକତ୍ସାଲୟରେ ପାଞ୍ଚ ଜଣ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିବା
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ‌ୱାର୍ଡ ଖୋଲିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଠାରୁ କୋଭିଡ ଚିକିତ୍ସା ପାଇଁ ୱାର୍ଡ ଖୋଲିଲା । ଆଜି ଠାରୁ ଏହି ବିଭାଗରେ ରୋଗୀଙ୍କୁ ଚିକିତ୍ସା ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ କ୍ରମଶଃ କୋଭିଡ ସଂକ୍ରମଣ ବୃଦ୍ଧି
Read More...

ଡଃ ଭୀମ ରାଓ ଆମ୍ବେଦକରଙ୍କ ୧୩୦ ଜୟନ୍ତୀରେ ମାଲ୍ୟାର୍ପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ୧୩୦ ଜନ୍ମ ଜୟନ୍ତୀରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ,ଏସପି ପଦ୍ମିନୀ
Read More...

ଦୁଇଟି ଫୁଲମାଲରେ ସମ୍ପର୍ଣ୍ଣ ହେଲା ଆଦର୍ଶ ଗଣ ବିବାହ :୧୩୦ ତମ ଡା ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବିନା ଯୌତୁକ, ଜାତକ, ଜାତି ବିହୀନ ଆଦର୍ଶ ଗଣ ବିବାହ ବରଗଡ଼ ସୌଖିନ ରଙ୍ଗ ମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି । ଡା ବାବା ସାହେବ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଉପଲକ୍ଷେ ଏହି ଆଦର୍ଶ ଗଣ ବିବାହ ଅନୁଷ୍ଠିତ ହୋଉଥିଲା । ଚଳିତ ବର୍ଷ ୫ ଯୋଡି ନବଦମ୍ପତି ଏହି ବିବାହରେ
Read More...

୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ଦେବାକୁ ଆପ୍‌ର ଧାରଣା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଅପ୍ରିଲ ମାସରୁ ବିଜୁଳି ଦର ୩୦ ପଇସା ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଭୁବନେଶ୍ୱରରେ ସତ୍ୟାଗ୍ରହ ଆରମ୍ଭ କରିଛି । ଗତ ୭ ଏପ୍ରିଲରୁ ଅନଶନ ଓ ଧାରଣା ଦେଇଥିବା ଆମ୍ ଆଦମୀ ପାର୍ଟି ମୁଖ୍ୟତଃ ୩ଟି ଦାବୀ ରଖିଛି, ଯଥା ୨୦୦ ୟୁନିଟ ପର୍ୟ୍ୟନ୍ତ ବିଜୁଳି ବିନା
Read More...