Browsing Tag

bargarh news

ବରଗଡ଼ ମାତୃଛାୟାରେ ଅନ୍ତେବାସିନୀଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଭୋର ସମୟରେ ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥର ଅନ୍ତେବାସିନୀ ସରୋଜିନୀ ଦାଶ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୮୨ ବର୍ଷ ହେଉଥିବା ବେଳେ ସେ ଗତ ୮ ବର୍ଷ ହେଲା ମାତୃଛାୟା ସ୍ଥିତ ବାନପ୍ରସ୍ଥ ଆଶ୍ରମରେ ଅନ୍ତେବାସୀ ଭାବରେ ରହି
Read More...

ସମ୍ବଲପୁରୀ ଗୀତ ‘ପାଗଲ୍‌ ପ୍ରେମୀ’ ରେକର୍ଡିଂ ହେଲା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପ୍ରେମ ପାଇଁ ଅନେକ ସଂଘର୍ଷ କରି ଜଣେ ଝିଅ କିମ୍ବା ଜଣେ ପୁଅର ମନକୁ କିଣିବାକୁ ହୋଇଥାଏ । କେତେବେଳେ ରାଗ ରୁଷା ତ ଆଉ କେତେବେଳେ ମାନ ଅଭିମାନ।ତେବେ ପ୍ରେମରୁ ପ୍ରତାରଣା ପାଇବା ପରେ କିଭଳି ତା ପଛରେ ପାଗଳ ଭଳି ଯୁବକ ଜଣକ ରାସ୍ତା କଡରେ ବୁଲିଥାଏ । ତାହାକୁ
Read More...

ରେଳବାଇ ଓଭର ବ୍ରିଜ ଶୀଘ୍ର ଶେଷ ପାଇଁ ଆଲୋଚନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଠାରେ ନିର୍ମାଣଧୀନ ଥିବା ରେଳବାଇ ଓଭର ବ୍ରିଜ ଓ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ବିଜେପୁର ବିଧାୟିକା ରୀତା ସାହୁ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟୀ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମା' ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟିର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭାବେ ହାରାଧନ ବାରିକ ଓ କାର୍ଯ୍ୟକାରୀ ସଭାପତି
Read More...

ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ନାଗପଡା ଗ୍ରାମର ରେମଣ୍ଡା ଗ୍ରାମପଞ୍ଚାୟତରେ ଅଧିନରେ ରହିଛି । ଆଜି ଭେଡେନ ତହସିଲଦାର ଅନୀଲ କୁମାର ହୋତାଙ୍କୁ ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି
Read More...

ବିଧାୟିକା ରୀତା ସାହୁଙ୍କ ସଂଗ୍ରହାଳୟର ମରାମତି କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସଂଗ୍ରାହାଳୟର ଓ ଗବେଷଣା କେନ୍ଦ୍ରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟକୁ ଆଜି ବିଜେପୁର ବିଧାୟିକା ରୀତା ସାହୁ ବୁଲି ଦେଖିବା ସହ କାମ ଶୀଘ୍ର ଶେଷ କରିବାକୁ କହିଥିଲେ । ୧୯୭୦ରୁ କବି ଗଙ୍ଗାଧର ମେହେରଙ୍କ ବାସ
Read More...

‘କୋଶଳ ପ୍ରବାହ ଲାଇଭ୍‌’ ପ୍ରଥମ ବାର୍ଷିକୋତ୍ସବରେ ବରଗଡ଼ର ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୋଶଳ ପ୍ରବାହ ସାପ୍ତାହିକ ସମ୍ବାଦ ପତ୍ରର ୨୧ବର୍ଷ ପୂର୍ତ୍ତି ଓ 'କୋଶଳ ପ୍ରବାହ ଲାଇଭ୍‌'ର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ
Read More...

‘ମୋ ଝିଅକୁ ବଞ୍ଚାଇଦିଅ…… ମତେ ସାହାଯ୍ୟ କର, ମୋ ଝିଅକୁ କେନ୍ସର ହୋଇଛି’

ବରଗଡ, (ନିରୋଜ କୁମାର ପାଣୀ) : ବୃଦ୍ଧା ମା' ଟି କୋହଭରା କାନ୍ଦ ସହିତ ହାତଯୋଡି ଜନସାଧାରଣଙ୍କୁ ସାହାଯ୍ୟର ଭିକ୍ଷା ମାଗୁଛନ୍ତି, କାନ୍ଦି କାନ୍ଦି ସରକାରଙ୍କୁ କାକୁତି ମିନତୀ କରିଛନ୍ତି ମୋ ଝିଅକୁ ବଞ୍ଚାଇଦିଅ, ଟିକେ ସାହାଯ୍ୟ କର । ରୋଜଗାରକ୍ଷମ ୩୦ ବର୍ଷର ଝିଅକୁ କେନ୍ସର ରୋଗ ହେବାପରେ
Read More...

ଜିଲ୍ଲାରେ କୋଭିଡ୍‌ କଟକଣା ମଧ୍ୟରେ ଖୋଲିଲା ଧାର୍ମିକ ଅନୁଷ୍ଠାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଜିଠାରୁ ମନ୍ଦିର, ଚର୍ଚ୍ଚ, ମସଜିଦ ଆଦି ଧାର୍ମିକ ଅନୁଷ୍ଠାନ କୋଭିଡ୍‌ କଟକଣା ମଧ୍ୟରେ ଖୋଲିଛି । ଗତକାଲି ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ, ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ ସ୍ଥାନୀୟ
Read More...

ଓଏସ୍‌ଏସ୍‌ସି ଦୁର୍ନୀତିର କମିଶନ୍ ପାଲିଟିଛି : ଭାଜପା ଯୁବମୋର୍ଚ୍ଚା

ବରଗଡ଼, (କେପିଏନ୍‌ଏସ୍‌) : ଓଡ଼ିଶା ଷ୍ଟାପ୍‌ ସିଲେକସନ୍‌ କମିଶନ୍ ଏବେ ଦୁର୍ନୀତିର ଅଫିସ ପାଲିଟିଛି ଏବଂ ଚାକିରି ବିକ୍ରି କମିଶନରେ ପରିଣତ ହୋଇଛି ବୋଲି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ସରକାର ଏହା ରୋକିବାରେ ବିଫଳ ହୋଇଛନ୍ତି, ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ
Read More...