Browsing Tag

bargarh news

୨ କୋଟି ଟଙ୍କାର ଗ୍ରୀଡ଼ ସବ୍‌ଷ୍ଟେସନ ଖତ ଖାଉଥିବା ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍‌ଷ୍ଟେସନ ସ୍ଥାପନ କରିଛନ୍ତି କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୭/୧୨/୨୦୧୩ ମସିହାରେ
Read More...

ନୂଆଁଖାଇରେ ଯୁକ୍ତ ୩ ନାମଲେଖା : ବିରୋଧ କଲେ ଏଭିବିପି ଏବଂ କୋଶଳ ସେନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ ଏହାକୁ ନେଇ ଛାତ୍ର ସଂଗଠନ ଏଭିବିପି ଏବଂ କୋଶଳ ସେନା ବିରୋଧ କରିଛନ୍ତି । ନୂଆଁଖାଇରେ ନାମଲେଖାକୁ ବିରୋଧ କରି ଆଜି
Read More...

ଜିଲ୍ଲାରେ ମରୁଡି ପରିସ୍ଥିତିରୁ ନଜର ହଟେଇବା ପାଇଁ ବିଜେଡି ସାର ଆନ୍ଦୋଳନ କରୁଛି : ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୃଷି ପାଇଁ ବ୍ୟବହୃତ ରାସାୟନିକ ସାରର ଅଭାବୀ ପରିସ୍ଥିତିକୁ ନେଇ ଶାସକ ବିଜୁ ଜନତା ଦଳ ଏବେ କେନ୍ଦ୍ରକୁ ଦାୟୀ କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବା ବେଳେ ଜିଲ୍ଲାରେ ମରୁଡି ପରିସ୍ଥିତି ଏବେ ସାଙ୍ଘାତିକ ହେବାକୁ ଯାଉଥିବାରୁ ଶାସକ ଦଳ ଲୋକଙ୍କ ନଜର
Read More...

ଚାଷ ଜମିକୁ ଯିବା ପାଇଁ ଚାଷୀଙ୍କୁ ମିଳୁନି ରାସ୍ତା : ଅଫିସ୍ ଧାଇଁ ଧାଇଁ ଚପଲ ଛିଣ୍ଡୁଛି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ତହସିଲଦାରଙ୍କୁ ବାରମ୍ବାର ଲେଖି ଜଣେଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ଏବଂ ଆମେ ଇନ୍‌କୁଆରୀ ପାଇଁ ଆର୍‌ଆଇଙ୍କୁ ପଠେଇବୁ ପଠେଇବୁ କହି ବର୍ଷ ବର୍ଷ ବିତିଗଲେ ମଧ୍ୟ ଚାଷୀଙ୍କୁ ମିଳୁନି ରାସ୍ତା । ଚାଷୀମାନେ
Read More...

ଓଡ଼ିଶାକୁ ସାର ଯୋଗାଇବା ଦାବୀରେ ବିଜେଡ଼ିର ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃଷି ପ୍ରଧାନ ଓଡ଼ିଶାରେ ଏବଂ ବରଗଡ଼ ଜିଲ୍ଲାରେ ସାରର ଅଭାବ ଲାଗି ରହିଛି । କେନ୍ଦ୍ର ସରକାର ଓଡ଼ିଶାକୁ ଆବଶ୍ୟକ ପରିମାଣରେ ସାର ଯୋଗୁଉ ନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଯେତେ ଚିଠି ଲେଖିଲେ ମଧ୍ୟ ସୁଫଳ ମିଳୁନାହିଁ । ଫଳରେ
Read More...

ପ୍ରତିଶୃତି ପରେ ହସ୍ପିଟାଲ ଆନ୍ଦୋଳନ ସ୍ଥଗିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ମଙ୍ଗଳବାର ଦିନରୁ ଚାଲିଥିବା ହସ୍ପିଟାଲ ଆନ୍ଦୋଳନ ପୋଲିସ ପ୍ରଶାସନ ଓ ହସ୍ପିଟାଲ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରଖାଯାଇଛି । ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସିସିଟିଭି ଲଗେଇବା, ଗେଟ ସମ୍ମୁଖରେ ସ୍କ୍ରିନିଂ, ପୋଲିସ ଗାର୍ଡ, ପେଟ୍ରୋଲିଂ ଓ
Read More...

ଦୁଷ୍କର୍ମକାରୀଙ୍କୁ ଗିରଫ ଦାବୀରେ ଏସ୍‌ପି ଅଫିସ ଘେରିଲା ଭୀମ ଆର୍ମି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଏସ୍‌ପି ଅଫିସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଓଡିଶା ଭୀମ ଆର୍ମି । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳର ଜଣେ ଦଳିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବାର ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ଦାବୀରେ ବରଗଡ଼
Read More...

କରୋନା ଯୋଦ୍ଧା ସମ୍ମାନ ଓ କରୋନା ସତେତନତା ସହ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଡଭଗା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କରୋନା ସଚେତନତା ଓ କରୋନା ଯୋଦ୍ଧା ସମ୍ମାନ ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଆତ୍ମ ବିଶ୍ୱାସ ଦ୍ୱାରା ସବୁ ସମ୍ଭବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆତ୍ମ ବିଶ୍ୱାସ, ଆତ୍ମ ନିର୍ଭରତା, ଆତ୍ମବଳ ଦ୍ଵାରା ସବୁ ସମ୍ଭବ ଅଟେ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଇଣ୍ଡିଆନ୍ ବିୟୁଟି ଏସୋସିଏସନ୍‌ ଦ୍ଵାରା ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରିଥିଲେ । ବରଗଡ଼ ମିଳନ ମଣ୍ଡପଠାରେ ଆୟୋଜିତ ଶିବିରରେ ସାଂସଦ
Read More...

ଦୁର୍ଗାପୂଜା ଉପଲକ୍ଷେ ମାଟି ପୂଜନୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ ନଗର ସ୍ଥିତ ଦୁର୍ଗାପୂଜା କମିଟି ପକ୍ଷରୁ ଆଗାମୀ ଶାରଦୀୟ ପୂଜା ଉପଲକ୍ଷେ ମା'ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ପୂଜନୋତ୍ସବ ଗତକାଲି ଶ୍ରୀ ଶ୍ରୀ ସିଦ୍ଧେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ କୁଳମଣି
Read More...