Browsing Tag

bargarh news

ଅଙ୍ଗନବାଡି କର୍ମୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଛଡେଇଗାଁ ପଞ୍ଚାୟତ ଟୁକୁର୍ଲ୍ଲା ଗ୍ରାମରେ ଥିବା ଦ୍ବିତୀୟ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟୁକୁର୍ଲ୍ଲା ଗ୍ରାମର ମହିଳା ।
Read More...

ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ୍ କରିବାକୁ ବରଗଡ଼ ନଗର ଏବଂ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ବୈଠକ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଧାନସଭା ପ୍ରାର୍ଥୀ ନିପନ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ପରିଚାଳିତ କରାଯାଇ ବରଗଡ ନଗର ଏବଂ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ କମିଟି କାର୍ଯ୍ରନିର୍ବାହୀ ବୈଠକ ଆଜି ନଗର ସଭାପତି ସୁଧୀର ରଞ୍ଜନ ଜେନା ଏବଂ ବ୍ଲକ ସଭାପତି ଅନନ୍ତ ତାଣ୍ଡିଙ୍କ
Read More...

ଭାଇଚାରାର ବାର୍ତ୍ତା ଦେଲା ନୂଆଁଖାଇ ଯୋଟ ଯାଟ୍ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଉ କେଇ ଦିନ ବାକିଥିବା ବେଳେ ଗରିବ, ଅସହାୟ, ନିଷ୍ପେସିତଙ୍କ ମୁହଁରେ ହସ ଫୁଟେଇବା ପାଇଁ ଅଢ଼ିଆ ଭେଟ ଦେବା କାର୍ଯ୍ୟକ୍ରମ ନୂଆଁଖାଇ ଯୋଟ୍‌ ଯାଟ୍‌ ଅନୁଷ୍ଠିତ ହୋଇଛି । ବରଗଡ଼ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଏହି
Read More...

ପବିତ୍ର ଗୁରୁ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୫୮ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପବିତ୍ର ଗୁରୁ ଦିବସ ଅବସରରେ ଭେଡେନ ସ୍ଥିତ ଜ୍ଞାନ ଡିଫେନ୍ସ କୋଚିଂ ସେଣ୍ଟର ଓ ନିଷ୍ଠା ପରିବାରର ମିଳିତ ଆନକୂଲ୍ୟରେ ଭେଡେନ, ବରଗଡ଼ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଅତିଥି ଭାବରେ ଅରୁଣ କୁମାର ପଣ୍ଡା,
Read More...

ଇସ୍କନ ପ୍ରତିଷ୍ଠାତା ପ୍ରଭୁ ପାଦଙ୍କ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ୱରେ ଶ୍ରୀକୃଷ୍ଣଙ୍କ ପ୍ରଚାରକ ତଥା ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ଇସ୍କନର ପ୍ରତିଷ୍ଠାତା ଶ୍ରୀଲା ପ୍ରଭୁପାଦଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବରଗଡ଼ ସ୍ଥିତ ଇସ୍କନର ସଭ୍ୟସଭ୍ୟା ମାନେ ଶ୍ରୀକୃଷ୍ଣଙ୍କ ନାମ ଧରି ଏକ
Read More...

ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ସମସ୍ୟା ସମାଧାନ ପାଇଁ ଦାବୀ କଲା ସିୱାଇଏସ୍‌ଏସ୍‌

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଆମ୍‌ ଆଦ୍‌ମୀ ପାର୍ଟିର ଛାତ୍ର ସଂଗଠନ ସିୱାଇଏସ୍‌ଏସ୍‌ ତରଫରୁ ଜିଲ୍ଲା ସଭାପତି ପୌଲସ୍ତ୍ୟ ସାହାଙ୍କ ଅଧ୍ୟକ୍ଷତାରେ ଏକ ଦାବୀପତ୍ର ପ୍ରଦାନ
Read More...

ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଆଣିଲେ

ବରଗଡ, (ନିରୋଜ କୁମାର ପାଣୀ) : ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ଫାଇନାଲରେ ବ୍ରିଟେନ ପ୍ରତିଦ୍ୱନ୍ଦ୍ୱୀ ଡାନ୍‌ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ଫାଇନାଲ୍‌ରେ
Read More...

ବିଜେପୁରଠାରେ ଜାତୀୟ ପୋଷଣ ସପ୍ତାହ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଜେପୁର ଖେଳ ପଡିଆଠାରେ ଓଡିଶା ମିଲେଟ୍‌ ମିଶନ ପକ୍ଷରୁ ତଥା ଜିଲ୍ଲା କୃଷି ବିଭାଗ ସହାୟତାରେ ମହାଶକ୍ତି ଫାଉଣ୍ଡେସନ୍‌ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଜାତୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି । ଏହାକୁ ବିଜେପୁର ତହସିଲଦାର ଅଶ୍ୱିନୀ କୁମାର ଦାଶ
Read More...

ପ୍ରତାପ ଚନ୍ଦ୍ର ନାୟକ ହେଲେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ

ବରଗଡ, (ନିରୋଜ କୁମାର ପାଣୀ) : ଯୁବନେତା ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ନାୟକ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ଭାବରେ ମନୋନୀତ ହୋଇଛନ୍ତି । ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହୋଇଥିବା ପ୍ରତାପ ମହାବିଦ୍ୟାଳୟରେ ଛାତ୍ର ଥିବା ବେଳେ ଛାତ୍ର କଂଗ୍ରେସରେ ରାଜନୀତି କରି
Read More...

ଗାଇସିଲେଟ୍‌ ବ୍ଲକର ଗଣ ବଳାତ୍କାର ଓ ଘର ପୋଡ଼ି ମାମଲା : ପୁଣି ଗର୍ଜିଲେ ଆନ୍ଦୋଳନକାରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଅଞ୍ଚଳରେ ଗତ ମାସ ୧୧ ତାରିଖ ଘଟିଥିବା ଦଳିତ ମହିଳାଙ୍କୁ ଗଣ ବଳାତ୍କାର ଏବଂ ଘର ପୋଡ଼ି ମାମଲାକୁ ନେଇ ଆନ୍ଦୋଳନ । ଆଜି ପୁଣି ଗର୍ଜିଲେ ଆନ୍ଦୋଳନକାରୀ । ଉକ୍ତ ମାମଲାର ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏ ପର୍ଯ୍ୟନ୍ତ ୭
Read More...