Browsing Tag

bargarh news

ସୋଲାଟିଅମ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେରପାଲି ଗ୍ରାମର ଜୟପ୍ରକାଶ ଶ୍ରମାଙ୍କୁ ବରଗଡ଼ ଜିଲ୍ଲା ସଡକ ସୁରକ୍ଷା କମିଟି ସଭାରେ ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ମାନସ କୁମାର ସାହୁ ଏବଂ ଜିଲ୍ଲା
Read More...

ବରଗଡର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍‌ଓଙ୍କୁ ସାକ୍ଷାତ କଲା ଚେତନା ପ୍ରତିନିଧି ଦଳ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍‌ଓଙ୍କୁ ସାକ୍ଷାତ କଲା ବରଗଡର ଅଗ୍ରଣୀ ସାମାଜିକ ସଂସ୍ଥା ଚେତନାର ପ୍ରତିନିଧି ଦଳ । ଚେତନାର ସଭାପତି ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ
Read More...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ରୋଗୀ ହଇରାଣ ହେଉଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଟୁକୁର୍ଲ୍ଲା ଠାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଅଲ୍ଟ୍ରାସାଉଣ୍ଡ କରିବାକୁ ହେଲେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ
Read More...

ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ୬କୋଟି ପୁରସ୍କାର ସହ ଗୁପ୍ର ‘ଏ’…

ବରଗଡ, (ନିରୋଜ କୁମାର ପାଣୀ) : ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ୬କୋଟି ପୁରସ୍କାର ସହ ଗୁପ୍ର 'ଏ' ସରକାରୀ ଚାକିରି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂଚନା ଯୋଗ୍ୟ ଯେ, ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ
Read More...

ବରଗଡ଼ ଜିଲ୍ଲାରେ ପନିପରିବା ଚାଷୀ ଅଭାବି ବିକ୍ରୀର ଶିକାର : ମାଗଣାରେ ବାଣ୍ଟିଲେ ପରିବା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃଷି ପ୍ରଧାନ ବରଗଡ଼ ଜିଲ୍ଲାରେ ପନିପରିବା ଚାଷୀଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ବଜାର ହୋଇ ପାରି ନଥିବା ବେଳେ ସାଇତି ରଖିବା ପାଇଁ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ହୋଇପାରିନାହିଁ । ଫଳରେ ବରଗଡ଼ ଜିଲ୍ଲାର ପନିପରିବା ଚାଷୀ ବେପାରୀଙ୍କୁ କମ୍ ଦରରେ
Read More...

ୟୁନିସେଫ୍ ସଂସ୍ଥା ତରଫରୁ ବରଗଡ ଜିଲ୍ଲାର ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ପରିଦର୍ଶନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଅନ୍ତର୍ଜାତୀୟ ସଂସ୍ଥା ୟୁନିସେଫ୍ ଟିମ୍ ତରଫରୁ ଗତକାଲି ବରଗଡ ଜିଲ୍ଲାର ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ।ବରଗଡ ଜିଲ୍ଲାର ଗାଏସିମା ଏବଂ ଭଟଲି ଗ୍ରାମକୁ ଯାଇ ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଦୁଇଟି ସର୍ବୋତ୍ତମ
Read More...

ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କ ଶ୍ରାଦ୍ଧୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ମିଲନ ମଣ୍ଡପଠାରେ ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଭଗବାନ ମିଶ୍ର ସ୍ମୃତି କମିଟି ଦ୍ୱରା ଆୟୋଜିତ ସଭାରେ ସଭାପତି ପ୍ରୀତମ ସିଂ ସଭାପତିତ୍ୱ କରିଥିଲେ । ଏଥିରେ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ
Read More...

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୧୧୬ତମ ପ୍ରତିଷ୍ଠା ଦିବସ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ଶାଖାର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ବରଗଡ଼ ଶାଖାଠାରେ ଏକ ରକ୍ତଦାନ ଶିବିର
Read More...

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ଅଧିକାରୀଙ୍କୁ ଡିଜିପି ସମ୍ମାନ ପ୍ରଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀମାନଙ୍କୁ ତଦନ୍ତ କାର୍ଯ୍ୟରେ ତତ୍ପରତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ୨୦-୨୧ ବର୍ଷ ସକାଶେ ଡିଜିପି ପୁରସ୍କାରରେ ସମ୍ମାନିତ କରିଯାଇଛି । ଏ ଅବସରରେ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ
Read More...

ବରପାଲି ମହିଳା ମହବିଦ୍ୟାଳୟର ସ୍ନାତକ ଛାତ୍ରୀଙ୍କ ସଫଳତା

ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ଫଳାଫଳ ଘୋଷଣା ପରେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଖୁସିର ଲହରୀ ଖେଳି ଯାଇଛି । ବିଶେଷ କରି ନୂଆ ଭାବରେ ପ୍ରତିଷ୍ଠା ଲାଭ କରିଥିବା ଏହି ମହାବିଦ୍ୟାଳୟର ୫ ଜଣ ଛାତ୍ରୀ ଗତ ବର୍ଷ
Read More...