Browsing Tag

bargarh news

‘ଦିଶା’ର ତୃତୀୟ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାର ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପରିଚାଳନା ସମିତି 'ଦିଶା'ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ
Read More...

ବୀଣାପାଣି ଭଜନ କଳା ସଂସ୍କୃତି ପରିଷଦ ମନାପଡା ଦ୍ଵାରା ସମ୍ମାନିତ ହେଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ନାଟ୍ୟ କଳାର ଏନ୍ତୁଡ଼ିଶାଳ ମନାପଡା, ଅତାବିରା ଗ୍ରାମର ବୀଣାପାଣି ଭଜନ କଳା ଓ ସଂସ୍କୃତି ପରିଷଦ, ତରଫରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ୨୦୨୧ରେ ଆଜି ସଂକଳ୍ପ ପରିବାର, ବରଗଡ଼କୁ ସମାଜ ସେବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ମାନପତ୍ର ବା ପ୍ରଶଂସା ପତ୍ର
Read More...

ଯୁବତୀମାନଙ୍କ ଦ୍ଵାରା ନିଆରା ଢଙ୍ଗରେ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଦିନ ସନ୍ଧ୍ୟାରେ ବରଗଡ଼ ନିକଟସ୍ଥ ଦେଓଗାଁ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କେବଳ ମହିଳାମାନଙ୍କୁ ନେଇ ସୃଜନୀ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ହୋଇଥିବା ଉକ୍ତ
Read More...

ଲରମ୍ଭା ମହାବିଦ୍ୟାଳୟ ୨୦୦୧-୩ ବ୍ୟାଚର ବାର୍ଷିକ ବନ୍ଧୁମିଳନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ଛାତ୍ରମାନଙ୍କ ନୂଆଁଖାଇ ଉପଲକ୍ଷେ ବାର୍ଷିକ ବନ୍ଧୁମିଳନ ଲରମ୍ଭା ମହାବିଦ୍ୟାଳୟସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ କରାଯାଇ ଆସୁଅଛି । ଉକ୍ତ ବନ୍ଧୁମିଳନ
Read More...

ଅର୍ଥାଭାବ ଯୋଗୁଁ ନୂଆଁଖାଇ ପାଳିବାରୁ ବଂଚିତ ହେଲେ ଗୌରୀ ସୁନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ନିମିଷକେ ବଦଳି ଯାଏ ଜୀବନର ଦିଗ, ହସ ଖୁସିରେ କଟୁଥିବା ଦିନ ହଠାତ ଦୁଃଖ ଭରା ହୋଇଯାଏ । ଏପରି ଏକ ଘଟଣା ଘଟିଛି ଗୌରୀ ସୁନାଙ୍କ ସହ । ବରଗଡ଼ ସଦର ତୋରା ପଞ୍ଚାୟତ ଅନ୍ତର୍ଗତ ନୂଆଖୁଲିର ବସିନ୍ଧା ଗୋୖରୀ ସୁନା (୫୦) । ପୌର ପରିଷଦର ଜଣେ ସୁଇପର ଠିକା ଶ୍ରମିକ
Read More...

ପରବାସୀ ସମାଜସେବା ସମ୍ମାନ ୨୦୨୧ରେ ସମ୍ମାନିତ ହେଲା ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ 'ନୂଆଁଖାଇ' ଅବସରରେ 'ପରବାସୀ କୁଟୁମ୍' ବିଜେପୁର ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟ୍ -୨୦୨୧ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ସଂଗଠନ ନିଷ୍ଠା ପରିବାରକୁ ରକ୍ତଦାନ, ରୋଗୀ ସେବା, ଅସହାୟ ବ୍ୟକ୍ତି
Read More...

ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗ୍ରାମର ଡୋଲାମଣି ସାହୁ, ଜଗଦୀଶ ସାହୁ, ରମେଶ ପଣ୍ଡା ଉପସ୍ଥିତ ଥିଲେ । ସଭା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ : ଘଟଣା ସ୍ଥଳରୁ ଉଦ୍ଧାର କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡ଼ା ନଲିଛୁଆଁ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି ଦିନ ୧୨ଟା ୩୦ମିନିଟ ସମୟରେ ଭଟଲି ବ୍ଲକ ନଲିଛୁଆଁ ରାସ୍ତା କଡରେ ଏକ
Read More...

ନୂଆଁଖାଇ ଦିନରେ ନୂଆଁଖାଇ ଭେଟଘାଟ ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଅବସରରେ ନିଷ୍ଠା ଭବନ ଆନ୍ଧ୍ର କ୍ୟାମ୍ପ, ଖଣ୍ଡହଥା ଠାରେ ନିଷ୍ଠା ପରିବାର ତରଫରୁ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା
Read More...

ନୂଆଁଖାଇ ଦିନ ମୃତ ମା’ର ଶବ ସତ୍କାର କରିବା ପାଇଁ ମନା କଲା ପୁଅ : ସଂକଳ୍ପ ପରିବାର କଲା ଶବ ସତ୍କାର

ବରଗଡ଼, (ନିରୋଜ କୁମାର ପାଣୀ) : ନୂଆଁଖାଇ ଦିନ ନିଜ ଜନ୍ମ କଲା ମା'ର ମୃତ ଶରୀରକୁ ସତ୍କାର କରିବା ପାଇଁ ମନା କଲା ପୁଅ । ଦୀର୍ଘ ୧୫ଘଣ୍ଟା ପର୍ଯ୍ୟନ୍ତ ପଡି ରହିଥିଲା ଶବ । ପରେ ଖବର ପାଇ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ସ୍ଥାନୀୟ ଜୀରାନଦୀ କୂଳରେ ତାଙ୍କର ଶବ ସତ୍କାର
Read More...