ଜିଲ୍ଲା ଯୁବ ମହୋତ୍ସବ ଉଦ୍ଘାଟିତ
ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆଜି ନେହେରୁ ଯୁବ କେନ୍ଦ୍ର, ବରଗଡ଼ ଦ୍ୱାରା ଜିଲ୍ଲା ଯୁବ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଉଦ୍ଘାଟନ କରିଥିଲେ ।!-->…
Read More...
Read More...