Browsing Tag

bargarh news

କମ୍‌ଗାଁ ଶକୁନ୍ତଳା ସ୍ନାତକ କଲେଜଠାରେ ଯୁବ ବାହିନୀ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ କମ୍‌ଗାଁ ଶକୁନ୍ତଳା ବିଦ୍ୟାଧର ସ୍ନାତକ ମହାବିଦ୍ୟାଳୟରେ ରେଡକ୍ରସ ଓଡିଶା ଶାଖା ପକ୍ଷରୁ ଯୁବ ବାହିନୀ ଶିବିର ଆୟୋଜିତ ହୋଇଯାଇଛି । ରେଡକ୍ରସ ଭଟଲି ଅମ୍ବାଭୋନା ବ୍ଲକର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ସ୍ନାତକ କଲେଜର
Read More...

ଆସନ୍ତା ୧୫ ତାରିଖ ବିଦ୍ୟୁତ ଯୋଗାଣ ବ୍ୟାହତ ହେବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତା ୧୫ ତାରିଖ ଦିନ ପାଓ୍ବାର କଟ ହେବ ବୋଲି OPTCL ପକ୍ଷରୁ କମ୍ପାନୀର ଯୋଗାଯୋଗ ଏବଂ ଲୋକ ସଂପର୍କ ମୁଖ୍ୟ ସୂଚନା ପ୍ରଦାନ କରିଛନ୍ତି । ଗ୍ରୀଡ ଓ ସବଷ୍ଟେସନର ମେଟାନାନ୍ସ ଯୋଗୁଁ ବିଦ୍ୟୁତ ଯୋଗାଣ ବ୍ୟାହତ
Read More...

ଆପ୍ ପଚାରିଥିବା ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଲେ ନାହିଁ ମୁଖ୍ୟମନ୍ତ୍ରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପଚରା ଯାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଲେ ନାହିଁ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ବରଗଡ଼ ଚିନିକଳ ପାଇଁ ଘୋଷଣା କରିଥିବା ୧୧
Read More...

ଟଙ୍କା ଅଭାବରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କ୍ୟାନ୍ସର ରୋଗୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୱାର୍ଡ ନମ୍ବର ୭ ବିଶିପଡାର ଜଣେ ବ୍ୟକ୍ତି କାର୍ତ୍ତିକ ସିଂ(୭୪) ବର୍ତ୍ତମାନ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବିଭାଗୀୟ ଡାକ୍ତର ପରାମର୍ଶ ଦେଲେ ସୁଦ୍ଧା ଟଙ୍କା ଅଭାବରୁ ସେମାନେ ଅନ୍ୟତ୍ର ନେବା
Read More...

ବରଗଡ଼ ଜିଲ୍ଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ସାମିଲ ହେଲା, ଜିଲ୍ଲାରେ ୩ଲକ୍ଷ ୬୪ ହଜାର ହୀତାଧିକାରୀ ପାଇବେ ଏହି…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ମାଟି ହେଉଛି ମା' ଲକ୍ଷ୍ମୀଙ୍କ ପବିତ୍ର ଭୂମି । ଓଡ଼ିଶାର ଭାତ ହାଣ୍ଡି । ବରଗଡ଼ ଜିଲ୍ଲାର ବୁଣାକାରମାନେ ମଧ୍ୟ ଚାଷୀ ଭାଇଙ୍କ ପରି ଦକ୍ଷ । ବରଗଡ଼ର ବୁଣାକାର ସାରା ବିଶ୍ୱକୁ ସମ୍ବଲପୁରୀ ଶାଢ଼ୀ ଉପହାର ଦେଇଛନ୍ତି । ବରଗଡ଼ ଜିଲ୍ଲାର ଚାଷୀ
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କ ବିରୋଧ ପ୍ରଦର୍ଶନ

ବରଗଡ଼, (କେପିଏନ୍‌ଏସ୍‌) : ଆଜି ବରଗଡ଼ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁର ସମାବେଶରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ସହ ବରଗଡ଼ ଜିଲ୍ଲାକୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ନବୀନ । ୫ଟି ରୂପାନ୍ତରଣ କାର୍ୟ୍ୟକ୍ରମରେ ୭୧ଟି ସ୍ମାର୍ଟ ସ୍କୁଲ
Read More...

ବିଜେପୁର ସଭାସ୍ଥଳରେ ପହଞ୍ଚଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ସଭାସ୍ଥଳରେ ପହଞ୍ଚଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବିଜେପୁରରେ ମୁଖ୍ୟମନ୍ତ୍ରୀ ଆସୁ ପହଂଚିଥିବା ବେଳେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିବା ସହ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ
Read More...

ଭେଡେନ ବ୍ଳକରେ ପ୍ରବେଶ କଂଗ୍ରେସ ତରଫରୁ ବନ୍ଦ ଡାକରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଭେଡେନ ବ୍ଳକରେ ପ୍ରବେଶ କଂଗ୍ରେସ କମିଟି ତରଫରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦ୍ଦେର୍ଶ କ୍ରମେ ଗତକାଲି ୬ ଘଣ୍ଟା ପର୍ଯ୍ୟନ୍ତ ଭେଡେନରେ ସମସ୍ତ ଦୋକାନ ବଜାର ସ୍କୁଲ କଲେଜ ସରକାରୀ ବେସରକାରୀ ଅଫିସ ସମସ୍ତ ବନ୍ଦ କରାଯାଇଥିଲା । ରମେଶ
Read More...

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଜେପୁର ନିକଟସ୍ଥ ଏମ ଗଣ୍ଡପାଲିଠାରେ ଥିବା ମିନି ଷ୍ଟାଡିୟମଠାରେ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି
Read More...

ଗ୍ରାମ୍ୟଦେବୀଙ୍କ ଜମି ହଡପ ମାମଲା : ସଂପୃକ୍ତ ଅଫିସରଙ୍କ ବିରୋଧରେ ୪୨୦ ମାମଲା ରୁଜୁ ପାଇଁ ଦାବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶ୍ରୀ ଶ୍ରୀ ଗ୍ରାମ୍ୟଦେବୀ ମା' ସମଲେଶ୍ୱରୀ ମନ୍ଦିର ଜମି ହଡପ କେଲେଙ୍କାରୀରେ ସଂପୃକ୍ତ ଥିବା ଆମୂଲ୍ୟ ଚୂଳ ସମସ୍ତ ଅଫିସରଙ୍କ ବିରୋଧରେ ପ୍ରଥମେ ୪୨୦ ମାମଲା ରୁଜୁ କରାଯିବା ସହ ଜମି ହଡପ ନେଇ ବରଗଡ଼ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ବରଗଡ଼
Read More...