Browsing Tag

bargarh news

୭୭ ବର୍ଷ ପରେ ପୁଣି ବିସ୍ଥାପିତ ଲାମ୍ବିପାଲି ଗ୍ରାମବାସୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ନିଜର ଦୀର୍ଘ ଦିନର ଭିଟାମାଟିକୁ ଛାଡ଼ିଲେ ବିସ୍ଥାପିତ ୪୧ ପରିବାର । ଅତୀତରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସାହାଜବାହାଲ ନାମରେ ଗୋଟିଏ ଗାଆଁ ଥିଲା, ଯାହା ୧୯୫୫ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ବେଳେ ଜଳମଗ୍ନ ହୋଇଯାଇଥିଲା । ଏଇ ଗ୍ରାମର ଲୋକେ
Read More...

ଜହ୍ନାପଡାରେ ସତସଙ୍ଗ ଓ ଭଜନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଜହ୍ନାପଡା ଗ୍ରାମଠାରେ ଜୟ ଜଗନ୍ନାଥ ସଂକ୍ରାନ୍ତି ସତସଙ୍ଗ ପକ୍ଷରୁ ଭଜନ ଓ ପ୍ରବଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ମାର୍ଗଶିର ମାସର ଧନୁ ସଂକ୍ରାନ୍ତି ଓ ଗୁରୁବାର ଅବସରରେ ଭଜନ ଓ ପ୍ରବଚନ ସମାରୋହ ଅନୁଷ୍ଠିତ ହୋଇଥିଲା
Read More...

ମହିଳା ମହବିଦ୍ୟାଳୟରେ ସ୍ୱାଗତୋତ୍ସବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ନୂତନ ଛାତ୍ରୀଙ୍କ ଉଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ (ସଭାପତି) ଅନୁଷ୍ଠିତ
Read More...

ବୀମା କମ୍ପାନୀର ଟାଳଟୁଳ ନୀତି : ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍‌ଲ୍ଲା ପଦ୍ମପୁର ଉପଖଣ୍ଡରେ ଚଳିତ ବର୍ଷ ମରୁଡ଼ି ପରିସ୍ଥିତି ଉପୁଜିଛି । ମାତ୍ର ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି । ବୀମା କମ୍ପାନୀ ବେଆଇନ ଭାବେ ଚାଷୀଙ୍କ
Read More...

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ : ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡଠାରେ ଭିଜନ ୨୦-୨୪ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ରିକେଟ କ୍ଲବର ପ୍ରତିଯୋଗିତାରେ ବରଗଡ ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ ହୋଇଛି । ଆଜି
Read More...

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଧାନ କ୍ରୟ କେନ୍ଦ୍ର(ମଣ୍ଡି)ରୁ ଗତକାଲି ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଜବତ ଧାନର ପରିମାଣ ୩୨ କୁଇଣ୍ଟାଲ ୯୦ କିଗ୍ରା ରହିଛି । ପଦ୍ମପୁର ନିୟନ୍ତ୍ରିତ ବଜାର
Read More...

ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିବାହ ପ୍ରୋଶେସନରେ ମାନୁନାହାନ୍ତି କରୋନା କଟକଣା । ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍‌ରେ ନାଚୁଛନ୍ତି ବରଯାତ୍ରୀ । ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ, ହୃଦ୍‌ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଛୋଟ ପିଲାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
Read More...

ଟୋପ ହାଇସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ ଓ ସଚେତନତା ଶୋଭାଯାତ୍ରା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ହାଇସ୍କୁଲରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ଓ ସ୍କାଉଟ୍ ମାଷ୍ଟର ପ୍ରମୋଦ ମିଶ୍ରଙ୍କ ତତ୍ୱାବଧାନରେ ସ୍କାଉଟସ ଓ ଗାଇଡମାନଙ୍କୁ ନେଇ ଜନ ସଚେତନତା ଅଭିଯାନ ପାଳନ କରାଯାଇଥିଲା । ଏହି ଅବସରରେ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା
Read More...

ସଡକ ଦୁର୍ଘଟଣାରେ ହାବିଲଦାରଙ୍କ ମୃତ୍ୟୁ : ଶବ ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ, (ନିରୋଜ କୁମାର ପାଣୀ) : ହାବିଲଦାର ବିଶ୍ୱନାଥ ମଲ୍ଲିକ ଗତ ରାତି ବରଗଡ଼ ବିଜେପୁର ରାସ୍ତାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଶବ ବ୍ୟବଛେଦ ପରେ ବରଗଡ଼ ଟାଉନ ଥାନାରେ ବରଗଡ଼ ପୋଲିସ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଏବଂ ଏକ ଏମ୍ବୁଲାନ୍ସ ସାହାଯ୍ୟରେ ତାଙ୍କର ମୃତ ଶରୀର
Read More...

ହାସ୍ୟବ୍ୟଙ୍ଗ କବିତା ଆସର ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ବେହେରାପାଲିଠାରେ ଏକ ହାସ୍ୟବ୍ୟଙ୍ଗ କବିତା ଆସର ଓ ମାଗଣା ହସ ଶିବିର ଅନୁଷ୍ଠିତ ହୋଇଯାଇଛି । କୌଶିକ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର
Read More...