Browsing Tag

bargarh news

ବରଗଡରେ ସରକାରୀ ମେଡିକାଲ କଲେଜ ପାଇଁ ଦାବୀ ଜଣାଇଲା ବରଗଡ ନାଗରିକ ମଞ୍ଚ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ବରଗଡ଼ ନାଗରିକ ମଞ୍ଚ ତରଫରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗକୁ ଗୋଟିଏ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ବରଗଡ଼ରେ ଗୋଟିଏ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବୀ
Read More...

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲପାଳଙ୍କ ଦ୍ୱାରସ୍ତ ହେଲେ ନଡ଼ିପଡ଼ା ଗ୍ରାମବାସୀ

ବରଗଡ଼, ( ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ନଡ଼ିପଡ଼ାରେ ଦୀର୍ଘବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଏହାର ସମାଧାନ ନିମନ୍ତେ ବୁଧବାର ପଡାର ଶତାଧିକ ମହିଳା ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହା କୌଣସି
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଜୟ କିସାନ ଆନ୍ଦୋଳନ

ବରଗଡ, (ମୁନ୍ନା ସାହୁ) : ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଜୟ କିସାନ ଆନ୍ଦୋଳନ । ଆଜିଠାରୁ ବରଗଡ଼ ଜିଲ୍ଲାରେ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଛି କିନ୍ତୁ ଆରମ୍ଭ ଦିନ ଠାରୁ ଚାଷୀଙ୍କ ଟୋକନ ଅବ୍ୟବସ୍ଥା ଘଟଣା ସାମ୍ନାକୁ ଆସିଛି ।
Read More...

ବିଜୁ ପଟ୍ଟନାୟକ ଟାଉନ ହଲଠାରେ ମାହେଶ୍ୱରୀ ନର୍ସିଙ୍ଗ କଲେଜର ବାର୍ଷିକ ଉତ୍ସବ

ବରଗଡ, (ମୁନ୍ନା ସାହୁ) : ସୋମବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ମାହେଶ୍ୱରୀ ନର୍ସିଙ୍ଗ କଲେଜର ବାର୍ଷିକ ଉତ୍ସବ ଓ ଅନ୍ତର୍ଜାତୀୟ ନର୍ସ ଡେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାଇସ କାଉନସିଲର ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ
Read More...

ପ୍ରେରଣାର ଉତ୍ସ ଆପ୍ରାଇଜ଼ ଗ୍ରୁପ ଅଫ ଇନ୍ଟିଟ୍ୟୁସନ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆପ୍ରାଇଜ଼ ଗ୍ରୁପ ତାର ବିଭିନ୍ନ ଶାଖା ମାନଙ୍କରେ ବାପା ଓ ମା ଛେଉଣ୍ଡ ଛାତ୍ର ଓ ଛାତ୍ରୀମାନଙ୍କୁ ସମ୍ପୂର୍ଣ ମାଗଣା ରେ ପାଠ ପଢାଇବ ଓ ଯୁକ୍ତ ଦୁଇରେ ୯୦ ପ୍ରତିଶତ ମାର୍କ ରଖିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ଏକ ଲକ୍ଷ
Read More...

ରାତି ଅଧରେ ଟ୍ରାନ୍ସଫର୍ମର ଚୋରି

ବରଗଡ, (ମୁନ୍ନା ସାହୁ) : ରାତି ଅଧରେ ଟ୍ରାନ୍ସଫର୍ମର ଚୋରି । ସୋମବାର ସକାଳ ୯ଟା ସମୟରେ ଗ୍ରାମବାସୀ ପ୍ରତିକ୍ରିୟା ରଖି ନ୍ୟାୟ ଦାବି ସହ ଚୋର ମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ସୂଚନା ଅନୁସାରେ ଗତରାତିରେ ବରାହଗୋଡାରେ ଏକ କାର୍ଯ୍ୟକ୍ରମ ଚାଲିଥିଲା । ତେବେ ରାତି ପ୍ରାୟ
Read More...

ତହଁକ୍ କୁଟୁମ୍କୁ ମିଳିଲା ଭାଷା ରଥି ସମ୍ମାନ

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲାର ପ୍ରମୁଖ ଅନୁଷ୍ଠାନ କଲାଦହନା ପକ୍ଷରୁ ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରେନ୍ଦ୍ର କୁମାର ହୋତା ଯୋଗଦେଇଥିବା ବେଳେ ସମ୍ପାଦକ ଦିନେଶ
Read More...

ବରଗଡ଼ ଜିଲ୍ଲାରେ ମାଟ୍ରିକ ରିଜଲ୍ଟ ବାହାରିବା ପରେ ଖୁସିର ମାହୋଲ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ମାଟ୍ରିକ ରିଜଲ୍ଟ ବାହାରିବା ପରେ ଖୁସିର ମାହୋଲ । ବରଗଡ଼ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏ-ୱାନ୍‌ ଆଣିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି । ବିଦ୍ୟାଳୟର ଛାତ୍ରୀ ବବିତା ରଥ ୯୭.୩୩ ପ୍ରତିଶତ ମାର୍କ ରଖି ସ୍କୁଲ ପାଇଁ ଗୌରବ
Read More...

ଅରୁନ୍ଧତୀ ଜ୍ୱେଲର୍ସ ସମ୍ମୁଖରେ କାର ଦୁର୍ଘଟଣା

ବରଗଡ, (ମୁନ୍ନା ସାହୁ) : ଅରୁନ୍ଧତୀ ଜ୍ୱେଲର୍ସ ସମ୍ମୁଖରେ କାର ଦୁର୍ଘଟଣା । ଅଳ୍ପକେ ବର୍ତିଲେ ସ୍ଥାନୀୟ ଲୋକେ । ସୂଚନାଯୋଗ୍ୟ ଯେ, ଆଜି ସକାଳ ୮ଟା ସମୟରେ ଓଡ଼ି୧୭ ଡବ୍ଲ୍ୟୁ ୯୯୧୭ ନମ୍ବର ବିଶିଷ୍ଟ ଏକ କଳାରଙ୍ଗର କାର ଗାନ୍ଧୀଛକ ପଟୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଅରୁନ୍ଧତୀ ଜ୍ୱେଲର୍ସ
Read More...

ନୃସିଂହନାଥ ମନ୍ଦିରରେ ହେଉଥିବା ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ମନ୍ଦିରରେ ହେଉଥିବା ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସାମଜିକ ଓ ପରମ୍ପରା ଦୃଷ୍ଟିରୁ ଏହି ବୈଶାଖ ମେଳା କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼
Read More...