Browsing Tag

baragrh news

ନିରବୀ ଗଲା ପୁଷ୍ପାଞ୍ଜଳିଙ୍କ ପ୍ରେରଣାର ସ୍ୱର

ବରଗଡ, (ନିରୋଜ କୁମାର ପାଣୀ) : ସକାଳ ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀ ନାରୀଙ୍କ କ୍ଷେତ୍ରରେ ନିଆରା । ଏମିତି ଜଣେ ମହିଳା ଥିଲେ ଏନ୍‌ଏସି ୱାର୍ଡ ନମ୍ୱର୍ ୧୦ ରେ । ଯିଏ ସକାଳ ପାହିଲେ ଖବର କାଗଜ ପଢ଼ିବା ସହ ସାଧାରଣ ମଣିଷର ସ୍ୱରକୁ ଲୋକଲୋଚନକୁ
Read More...

ପ୍ରକାଶିତ ହେଲା ପୈାର ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୈାର ପରିଷଦ ନିର୍ବାଚନ ଅଧକ୍ଷା ପଦବୀ ପାଇଁ ଆଜି ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ଏବେ ଚୂଡାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀ ନାମ ପ୍ରକାଶିତ ହୋଇଛି । ଆଜି ସ୍ୱାଧୀନ ପ୍ରାର୍ଥିନୀ ମାମି ମିଶ୍ର ପ୍ରାର୍ଥୀ ପତ୍ର
Read More...

ନିଷ୍ଠା ପରିବାର ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନିଷ୍ଠା ପରିବାର ଓ ଗାଇସୀମା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗାଇସୀମା ରାଜୀବ ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ବରଗଡ଼ର ଜଣାଶୁଣା ଡାକ୍ତର ନିଶାନ୍ତ ଦେବତା ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ
Read More...

ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବାରୁ ଏହାର ପ୍ରତିରୋଧ କରିବା ପାଇଁ ଆଜି ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାର ଆୟୋଜିତ ହୋଇଯାଇଛି ।
Read More...

ବରଗଡ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ : ୫୦୦ରୁ ଅଧିକ ପ୍ରତିଯୋଗୀ କଲେ ଅଂଶଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମଠାରେ ଚାଲିଥିବା ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, କ୍ଲବର ୫ଶହ ପ୍ରତିଯୋଗୀ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ
Read More...

କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଛାତ୍ର ଅସୁସ୍ଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ନିକଟସ୍ଥ କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଷାକ୍ତ ପାଣି ପିଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । କୋଭିଡ଼ ଜନିତ
Read More...

ଡାକ୍ତର ଶଙ୍କର ରାମଚନ୍ଦାନୀ ସତ୍ୟରମ୍ଭା ସମ୍ମାନରେ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ଦିନିକିଆ ସତ୍ୟରମ୍ଭା ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ କରମଚାନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ
Read More...

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବରଗଡ଼ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସୋସିଆଲ ମିଡ଼ିଆ ତଥା ଡିଜିଟାଲ ୱିଙ୍ଗର ମୁଖ୍ୟ ସୁବ୍ରତ ଛାଟୋଇ ଓ
Read More...

ଦରପନ୍ ସାହିତ୍ୟ ସମ୍ମାନ ୨୦୨୧ ପାଇଲେ କବି ରାଜେଶ ଦଣ୍ଡସେନା

ବରଗଡ, (କେପିଏନ୍ଏସ୍) : କବିତା ଭିତରେ ହଜିଯାଇଥିବା କଲମ ମୁନରେ ରଚି ଦେଉଥିବା ସମାଜର କୁସଂସ୍କାର, ଅନ୍ୟାୟ ଅତ୍ୟାଚାର ଉପରେ କବିତା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରନ୍ତି କବି ରାଜେଶ ଦଣ୍ଡସେନା । ବେଳେ ବେଳେ ହାସ୍ୟ ଏବଂ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକମାନଙ୍କୁ ହସର ଖୋରାକ ଦେବା ପାଇଁ
Read More...

ଭିଜିଲାନ୍ସ ଜାଲରେ ପଡିଲେ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ

ବରଗଡ଼, (ନିରୋଜ କୁମାର ପାଣୀ) : ଭିଜିଲାନ୍ସ ଜାଲରେ ପଡିଛନ୍ତି ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ । ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ
Read More...