Browsing Tag

baragarh news

ଜିଲ୍ଲାଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମ୍ମିଳନୀ ଆୟୋଜିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ନାବାର୍ଡ ଡିଡିଏମ୍‌ ହଟକିଶୋର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଏଡିଏମ୍‌ ବରଗଡ ମିର୍ଧା ଟପ୍ପୋ, ପିଡି ଡଆରଡିଏ
Read More...

ବିଧାୟିକାଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକର ଜହ୍ନାପଡା ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହକୁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ
Read More...

ପ୍ରେସ୍ ଲେଖାଥିବା ଇନୋଭା କାର୍‌ରୁ ସୋହେଲା ପୋଲିସ ଦ୍ୱାରା ଦୁଇ କ୍ଵିଣ୍ଟାଲ ୩୩ କେଜି ଗଞ୍ଜେଇ ଜବତ, ୪ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୁଇଟି ଇନୋଭା କାରରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣକୁ ସୋହେଲା ପୋଲିସ ଗିରଫ କରିଛି । ତାଙ୍କ ଠାରୁ ଚୋରା ଚାଲାଣ କରୁଥିବା ୨ କ୍ଵିଣ୍ଟାଲ ୩୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ଆଜି ଜିଲ୍ଲା ଏସପି ରାହୁଲ ଜୈନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ
Read More...

କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ପାଣ୍ଡୁଲିପି ପୂଜୋନତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସ୍ଥିତ ମାଁ ଶ୍ୟାମାକାଳୀଙ୍କ ମନ୍ଦିରରେ ଆଜି କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ପାଣ୍ଡୁଲିପି ପୂଜା ଆରାଧନା କରାଯିବା ସହ ମୁହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ସପ୍ସସ୍କୃତି ପରମ୍ପରାର ଝଲକ ରହିବ ।
Read More...

ଟୀକାକରଣ ଉପରେ ସଚେତନତା କର୍ମଶାଳା

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଅଙ୍ଗନୱଡି କେନ୍ଦ୍ରଠାରେ ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ କୋଭେକସିନ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜ଼ିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା
Read More...

ଜିରା ନଦୀ କୂଳରେ ୪୨୦ ବୃକ୍ଷ ରୋପଣ କଲା ୱାଇଲ୍‌ଡ୍‌ ହାର୍ଟ ସଂଗଠନ

ବରଗଡ, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅମ୍ଳଜାନର ଅଭାବରୁ କାହାକୁ ମରିବାକୁ ଦିଆ ଯିବନାହିଁ ଏବଂ 'ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ଆମେ ବଂଚିବା' ନାରାକୁ ପାଥେୟ କରି ଆଗେଇ ଆସିଛି ବରଗଡର ଜଣାଶୁଣା ସଂଗଠନ ୱାଇଲ୍ଡ ହାର୍ଟ ସଂଗଠନ । ସଂଗଠନର
Read More...

ନୀଶୁଳ୍କ ସାମୁହିକ ବ୍ରତୋପନୟନ ଉତ୍ସବର ପ୍ରସ୍ତୁତି ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ସ୍ଥିତ ଅମ୍ବାପାଲି ଗଜପତି ମଣ୍ଡପରେ ଆଗାମୀ ମେ ମାସରେ ଆୟୋଜିତ ହେବ ନୀଶୁଳ୍କ ସାମୂହିକ ବ୍ରତୋପନୟନ ଉତ୍ସବ । ଏଥିପାଇଁ ଆଗ୍ରହୀ ଥିବା ବ୍ରାହ୍ମଣ ପିଲାଙ୍କ ଅଭିଭାବକ ମାନେ ଗଜପତି ମଣ୍ଡପ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ
Read More...

ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଏବଂ ଜଣେ ପରୋପକାରୀ ମଣିଷ ତଥା ନିଷ୍ଠାବାନ କର୍ମଚାରୀ ପ୍ରଫୁଲ୍ଲ ବେହେରାଙ୍କ ସ୍ମୃତିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସସରେ ସାହୁଟିକ୍ରା, ତୋରା ଠାରେ ଟିମ୍ ନିଷ୍ଠା ସାହୁଟିକ୍ରା ତରଫରୁ
Read More...

ବୀର ସୁରେନ୍ଦ୍ର ସାଏ କ୍ଳବ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଧାଙ୍ଗେର ଗ୍ରାମ ନୂଆପଡ଼ା ଠାରେ ବୀର ସୁରେନ୍ଦ୍ର ସାଏ କ୍ଳବ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,
Read More...