Browsing Tag

baragarh news

ରକ୍ତ ପୃଥକୀକରଣ ବିଭାଗକୁ କାର୍ଯ୍ୟକ୍ଷମ ପାଇଁ ପୁଣି ଦାବୀ ଜଣାଇଲା ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନରୁ ବରଗଡ଼ ଜିଲ୍ଲାର ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପୃଥକୀରଣ ବିଭାଗର ଶୁଭ ଉଦ୍‌ଘାଟନ ହୋଇ ସ୍ଥାଣୁ ଅବସ୍ଥାରେ ପଡିଅଛି । ଏ ନେଇ ନିଷ୍ଠା ପରିବାର ତରଫରୁ ଅନେକ ଥର ଦାବୀ ତଥା ଧାରଣା ଦିଆଯାଇଥିଲା । ଧାରଣାକୁ ବରଗଡ଼ ଜିଲ୍ଲାର ଅନେକ ସାମାଜିକ
Read More...

ଚତୁର୍ଥ ଦିନରେ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ବରଡୋଲ ଗ୍ରାମରେ ପାଞ୍ଚଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଆଜି ବୁଧବାର ଦିନ ଚତୁର୍ଥ ଦିବସରେ କାର୍ତ୍ତିକ, ଗଣେଶ ତଥା ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ନାନ
Read More...

ବିଶ୍ୱ ହକର ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଗାନ୍ଧୀଛକଠାରେ ବରଗଡ଼ ଖବରକାଗଜ ବିତରକ ସଂଘ ତରଫରୁ ବିଶ୍ଵ ହକର ଦିବସ ପାଳନ କରାଯାଇଛି । ଏହି ଅବସରରେ ସମସ୍ତେ ଏକାଠି ହୋଇ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ସରକାରୀ ଯୋଜନାରେ ହକର ମାନଙ୍କୁ ସାମିଲ କରି ସମସ୍ତଙ୍କୁ କୋଭିଡ ସହାୟତା ଛଅ ହଜାର
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ବିଜୁ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜରିଆରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ । ଯୋଜନା ଜିଲ୍ଲା ନୋଡାଲ
Read More...

ବରଗଡ଼ ସହରରେ ଲାଗିଥିବା ସମସ୍ତ ସିସିଟିଭିକୁ କାର୍ଯ୍ୟକ୍ଷମ କରାଯାଉ : ଆପ୍

ବରଗଡ଼, (ନିରୋଜ କୁମାର ପାଣୀ) : ଦିନକୁ ଦିନ ବରଗଡ଼ ସହରର କଳେବର ବୃଦ୍ଧି ପାଉଥିବା ବେଳେ ଜନସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢି ଚାଲିଛି । ସେହିପରି ଅପରାଧ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ବରଗଡ଼ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା
Read More...

ସରସରା କଲେଜରେ ବିଶ୍ଵ ଏଡସ୍‌ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ସରସରା ମିଳିତ ଗ୍ରାମ ପଞ୍ଚାୟତ କଲେଜ୍‌ଠାରେ ଆଜି ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ଅଧ୍ୟାପିକା ତଥା ରେଡକ୍ରସ କାଉନସିଲର ସୁଶ୍ରୀ ରାଜଶ୍ରୀ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଦିବସରେ ମୁଖ୍ୟ ଅତିଥି ଭାବେ
Read More...

ହେଲପିଂ ହାର୍ଟର ସମ୍ମାନିତ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲପିଂ ହାର୍ଟ ତରଫରୁ ଆଜି ବଣିକ ଭବନ, ବରପାଲି ଠାରେ ନିଷ୍ଠା ପରିବାରକୁ ସମ୍ମାନିତ କରାଯାଇଥିଲା । ଉକ୍ତ ଅନୁଷ୍ଠାନ ବେକାର ଯୁବକ ଯୁବତୀଙ୍କୁ ସୈନ୍ୟ ବାହିନୀରେ ଯୋଗଦେବା ପାଇଁ ମାଗଣା ଶିକ୍ଷା ପ୍ରଦାନ ସହ ତାଲିମ ଦେଇ
Read More...

ବୁଡାମାଲ ସ୍କୁଲରେ ଶିଶୁ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଜନ୍ମ ଦିନ ଅବସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ବରଗଡ଼ ବିକାଶର ନିଟ୍ ଏଚିଭରଙ୍କୁ ସମର୍ଦ୍ଧନା ଏବଂ ‘ମିଟ୍ ଦ ପ୍ରେସ’

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବରାହଗୋଡା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ସମୁହର ନିଟ୍‌ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ସମର୍ଦ୍ଧନା ସଭା ଅନୁଷ୍ଠାନର ସମ୍ମିଳନୀ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର
Read More...

ମ୍ୟାଲେରିଆରୁ ରକ୍ଷା ନିମନ୍ତେ ଛାତ୍ରବାସର ଛାତ୍ରଛାତ୍ରୀଙ୍କୁ ମସାରି ବଣ୍ଟନ

ବରଗଡ, (ନିରୋଜ କୁମାର ପାଣୀ) : ମ୍ୟାଲେରିଆ ନିରାକରଣ ପାଇଁ ସରକାରୀ ସ୍ତରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଆମ୍ବଭୋନା ଗ୍ରାମର ବୁଲେଟ ଏବଂ ସ୍ମୃତି ଛାତ୍ରବାସର ଛାତ୍ରଛାତ୍ରୀ ମାନଙ୍କୁ ମ୍ୟାଲେରିଆରୁ ରକ୍ଷା ନିମନ୍ତେ ଆଜି ମ୍ୟାଲେରିଆ ସଚେତନ ସହ ମସାରି ବଣ୍ଟନ କରାଯାଇଛି ।
Read More...