Browsing Tag

bangomunda news

ମାଁ ସାହାଜୀ ଯୁବକ ସଂଘ କପିଲାଭଟାର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘ କପିଲାଭଟାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଆଜି ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ସହାୟତା ଟଙ୍କା ପ୍ରଦାନ ଦାବିରେ କମ୍ପାନୀ ଗେଟ ସମ୍ମୁଖରେ ମୃତକଙ୍କ ପତ୍ନୀଙ୍କ ଧାରଣା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବରୋବାହାଲ ସ୍ଥିତ ତ୍ରିବେଣୀ ଇଞ୍ଜିକ୍ସନ କମ୍ପାନୀ କ୍ୟାମ୍ପର ଗେଟ ସମ୍ମୁଖରେ ଅନୁକମ୍ପାମୂଳକ ସହାୟତା ଟଙ୍କା ପ୍ରଦାନ ଦାବିରେ ମୃତକଙ୍କ ପତ୍ନୀ ନିଜ ପୁଅଝିଅଙ୍କ ସହ ଧାରଣାରେ ବସିଛନ୍ତି । ଅନୁଗୁଳ
Read More...

ସ୍ନାତକ ‘ବନ୍ଧୁ ମିଳନ’ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡି.ଏ.ଭି (ସ୍ୱୟଂଶାସିତ) ମହାବିଦ୍ୟାଳୟ, ଟିଟିଲାଗଡ଼ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପୂର୍ବତନ ସ୍ନାତକ ଛାତ୍ରମାନଙ୍କ ଦ୍ୱାରା 'ବନ୍ଧୁ ମିଳନ' କାର୍ଯ୍ୟକ୍ରମ ଝାରଦେବନ୍ଧ, ଟିଟିଲାଗଡ଼ଠାରେ ଆୟୋଜିତ ହୋଇଯାଇଛି । ଏଥିରେ
Read More...

ଚୁଲିଫୁଙ୍କାରେ ୧୭ତମ ମହାଲକ୍ଷ୍ମୀ ପୂଜା ପାଇ କଳସ ଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ଗାଁରେ ୧୭ତମ ମହାଲକ୍ଷ୍ମୀ ପୂଜା ପାଇ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶିବ ମନ୍ଦିର ଦେବବନ୍ଧ ପୋଖରୀରୁ କଳସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ଏଥିରେ ପୂଜାକର୍ତ୍ତା
Read More...

ବଙ୍ଗୋମୁଣ୍ଡାରେ ଏଚ୍‌ଆଇଭି/ଏଡ଼୍‌ସ ସଚେତନତା ପଦଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡ୍‌କ୍ରସ୍ ବିଭାଗ ଏବଂ ରେଡ୍‌ରିବନ୍ କ୍ଲବ୍ ତରଫରୁ ଏକ ଏଡ୍‌ସ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିରେ ଉଚ୍ଚ ମାଧ୍ୟମିକ
Read More...

ବଙ୍ଗୋମୁଣ୍ଡା ବ୍ଲକରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷଜୀ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ଉପ
Read More...

ବୁରୋବାହାଲ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଂଚାୟତ ଅନ୍ତର୍ଗତ ବୁରୋବାହାଲ ଗ୍ରାମରେ ଥିବା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନବନ୍ଧୁ ମେହେରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Read More...

ସାନମୁଲା ମହିମା ଆଶ୍ରମର ବାବା ଲକ୍ଷ୍ମଣାନନ୍ଦ ଦାସଙ୍କ ଦେହାନ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତ ଅନ୍ତର୍ଗତ ସାନମୁଲା ଗାଁରେ ଥିବା ମହିମା ଆଶ୍ରମରେ ଦୀର୍ଘ ୪୫ ବର୍ଷ ଧରି ରହି ଆସୁଥିବା ବାବା ଲକ୍ଷ୍ମଣାନନ୍ଦ ଦାସଙ୍କ ଦେହାନ୍ତ ହୋଇଯାଇଛି । ଏଥିରେ ପୁଟୁପଡା ମଠର କିଶୋରଚନ୍ଦ୍ର ଦାସ ବାବା,
Read More...

ଏଚ୍‌ଆଇଭି ଏଡସ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡାଠାରେ ଯୁବ ରେଡ୍‌କ୍ରସ୍ ବିଭାଗ ଏବଂ ରେଡ୍‌ରିବନ୍ କ୍ଲବ ତରଫରୁ ଏକ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ମିନତୀ ରଥଙ୍କ ସଭାପତିତ୍ୱରେ ଏହି ସଚେତନତା
Read More...

ରବିଋତୁରେ କେନାଲ ପାଣି ଯୋଗାଇବା ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରବିଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ କେନାଲ ପାଣି ଯୋଗାଇ ଦେବା ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପ୍ୟାକ୍ସ ଅଞ୍ଚଳର ଶତାଧିକ ଚାଷୀ ବୋରୋବାହାଲ ସ୍ଥିତ ଲୋୟର
Read More...