ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠର ବିକାଶ ପାଇଁ ୧ କୋଟି ଟଙ୍କା ଅନୁମୋଦନ କଲେ ରାଜ୍ୟ ସରକାର
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ନିକଟ ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠ ପାଇଁ ୧ କୋଟି ଟଙ୍କା ଅନୁମୋଦନ ହୋଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରସ୍ତାବ ଅନୁଯାୟୀ ଆଜି ପର୍ଯ୍ୟଟନ ବିଭାଗର ରବୀନ୍ଦ୍ର!-->…
Read More...
Read More...