ଲଗାଣ ବର୍ଷାରେ ଭାଙ୍ଗିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମର ଲୋକନାଥ ନାଗ ଓ ତାଙ୍କ ପରିବାର ହସ ଖୁସିରେ ରାତିରେ ଶୋଇପଡିଲେ । ରାତି ସାରା ଲଗାଣ ବର୍ଷାରେ ସକାଳ ନ ପାହାଣୁ ପ୍ରାତଃ ୩ଟା ସମୟରେ ତାଙ୍କର ରହୁଥିବା ଚାଳ ଛପର ଘର ଭାଙ୍ଗି ପଡିଥିଲା । ଯାହା!-->…
Read More...
Read More...