ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ
ବାଲେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଜାରି ରହିଛି ଭୋଟିଂ । କରୋନା କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟଦାନ ଆରମ୍ଭ ହୋଇଛି । ଥମ୍ରାଲ ସ୍କିନିଂ ପରେ ଭୋଟରମାନେ ଭୋଦ ଦେଉଥିବା ଦେଖାଯାଇଛି । ଆଜି ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪ଲକ୍ଷ ଭୋଟର୍ ।!-->…
Read More...
Read More...