ଆଠଗାଁ ହାଇସ୍କୁଲରେ ପୁଇଁତଲା ବ୍ଲକ ଖୋ-ଖୋ ଚୟନ ଶିବିର ଉଦ୍ଯାପିତ
ବଲାଙ୍ଗିର, (କେପିଏନ୍ଏସ୍) : ଆଠଗାଁ ହାଇସ୍କୁଲ ଠାରେ ପୁଇଁତଲା ବ୍ଲକ ଶିକ୍ଷାବିଭାଗ ଦ୍ୱାରା ମହିମୁଣ୍ଡା ଜୋନ, ଛତାପିପଲ ଜୋନ, ବହଲପଦର ଜୋନ ଓ ବିଲେଇସର୍ଡା ଜୋନର ପ୍ରାୟ ୧୦୦ ଜଣରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବ୍ଲକ ଖୋ-ଖୋ ଟିମ ଗଠନ ନେଇ ଏକ ଉଦଘାଟନୀ ସଭା କରାଯାଇଥିଲା । ବିଦ୍ୟାଳୟର!-->…
Read More...
Read More...