Browsing Tag

balangir news

୨୪ରେ ଆଉଟ ସୋରସିଂ କର୍ମଚାରୀ ମହାସଂଘର ଆନ୍ଦୋଳନ

• ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ• ୧୭ରୁ ୨୧ ତାରିଖ ଯାଏଁ କଳାବେଚ ପିନ୍ଧି ପ୍ରତିବାଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ହେବା ପର୍ଯ୍ୟନ୍ତ ଚାକିରି ନିରାପତ୍ତା, ଛଟେଇ ବନ୍ଦ ଓ ଛଟେଇ କର୍ମଚାରୀଙ୍କ ପୁନଃ ନିଯୁକ୍ତି, ନିୟମିତ
Read More...

ଜିଲ୍ଲା କ୍ରୀଡା ସଂସଦ ତରଫରୁ କେଶବ ଚନ୍ଦ୍ର ମିଶ୍ର ସମ୍ମାନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ମାଷ୍ଟର ଗେମସ୍‌ ଫେଡେରେସନ ତରଫରୁ ସପ୍ତମ ଜାତୀୟ ବର୍ଷିୟାନ ଖେଳକୁଦ ପ୍ରତିଯୋଗୀତା ରାଉରକେଲା ବିର୍ସାମୁଣ୍ଡା ଷ୍ଟଡିୟାମଠାରେ ମାର୍ଚ୍ଚ ୬ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ଖେଳକୁଦ ଦଳର ପୁର୍ବତନ ଦଳପତି ତଥା ବଲାଙ୍ଗିର ଜିଲ୍ଲା
Read More...

ଆଦିବାସୀ ଓ ହରିଜନ ବିଦ୍ୟାଳୟର ଅନ୍ତେବାସୀଙ୍କ ସୁରକ୍ଷା, ଏ ଏନ୍‌ ଏମ୍‌ ଓ ମେଟ୍ରୋନଙ୍କ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଉପଜିଲ୍ଲାପାଳଙ୍କ ସଭାକକ୍ଷ ଠାରେ ଏକ ଆଦିବାସୀ ଓ ହରିଜନ ବିଦ୍ୟାଳୟର ଅନ୍ତେବାସୀଙ୍କ ପାଇଁ ସୁରକ୍ଷା ଏ ଏନ୍‌ ଏମ୍‌ ଓ ମେଟ୍ରୋନ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ । ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚରଣ
Read More...

ଲୋୟର ସୁକତେଲ ବୁଡି ଅଂଚଳରେ ଲୋକେ ପାଳିବେ ବନଦୁର୍ଗା ମହୋତ୍ସବ

ସଂସ୍କୃତିର ସୁରକ୍ଷା ଓ ସମସ୍ୟା ସମାଧାନର ବାଟ ଦେଖାଇବ ମହୋତ୍ସବ : ନରସିଂହଏପ୍ରିଲ ୭ରୁ ଆରମ୍ଭ ହେବ ବନଦୁର୍ଗା ମହୋତ୍ସବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ଲୋୟର ସୁକତେଲ ବୁଡି ଅଂଚଳର ଲୋକେ ସବୁ କିଛି ତ୍ୟାଗ କରିଛନ୍ତି । ମା, ମାଟି, ମନ୍ଦିର, ଆତ୍ମୀୟ
Read More...

ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହକୁମା ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ଲକ୍ଷପତି ଦିଦି ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା
Read More...

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଆଗଲପୁର ପୋଲିସ ଜନୈକ ଯୁବକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ତେଲେନପାଲି ଗ୍ରାମର ସ୍ୱର୍ଗତ ଧରଣୀ ଗଡତ୍ୟାଙ୍କ ପୁଅ ବୁଲୁ (୨୮) ।
Read More...

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ କେଶବ ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ସ୍ଵଂୟ ସେବକ ସଙ୍ଘ ବଲାଙ୍ଗିର କେଶବ ଶାଖାର ବାର୍ଷିକ ଉତ୍ସବ ଗାନ୍ଧୀନଗର ପଡ଼ା ସାପ୍ତାହିକ ବଜାର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଗୌରୀକ ଧ୍ଵଜ୍‌କୁ ପ୍ରତିଷ୍ଠା କରିବା ପରେ ସଂଘର ପୂଜନୀୟ ଭାରତ
Read More...

ଅଧ୍ୟାପକ ଡ. ରଂଜନ କୁମାର ପାଣିଗ୍ରାହୀ ପାଇଲେ “ସାହିତ୍ୟ ସୁଧା ସମ୍ମାନ”

ବଲାଙ୍ଗିର, (କେପିଏନ୍‌ଏସ୍‌) : କାନ୍ତକବି ସାହିତ୍ୟ ପରିଷଦ, ଭଦ୍ରକ ଦ୍ଵାରା ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଭଦ୍ରକ ସ୍ଥିତ ଶହୀଦ ସ୍ମୃତି ଭବନ ଠାରେ ରବିବାରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ
Read More...

ଆଦ୍ୟାଶକ୍ତି ନାରୀ ସଂଗଠନର ଆନ୍ତର୍ଜାତିକ ମହିଳା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ବିଶ୍ୱ ମହିଳା ଦିବସ ସଭାପତି ମାଳତୀ ଉଦ୍‌ଗାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମିନତୀ ଗୁରୁ ମୁଖ୍ୟବକ୍ତା ଓ ରେଭେନ୍ସା ବିଶ୍ୱ
Read More...

ମାଲପଡା ନାଗରିକ କମିଟିର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ଏକ ବୈଠକ ସ୍ଥାନୀୟ ମାଲପଡା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ କମିଟିର ପୂର୍ବତନ ସଭାପତି କବିରାଜ ଦଶରଥ ମିଶ୍ରଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
Read More...