Browsing Tag

balangir news

ସାମ୍ବାଦିକ ଭବନ ଠାରେ ସ୍ୱାସ୍ଥ୍ୟ ଓ ସମ୍ପଦ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଡୁମାଳ ସମାଜ ଏବଂ ମା ମାହେଶ୍ୱରୀ ସେନା ଆନୁକୁଲ୍ୟରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସ୍ୱାସ୍ଥ୍ୟ ଓ ସମ୍ପଦ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଦ୍ୟ ସିରୋମଣି ଝସକେତନ ଗୁରୁ ଆୟୁର୍ବେଦ ଦ୍ୱାରା ସମସ୍ତ ରୋଗର
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ଷଷ୍ଠ ଦିବସ ତୁଷାର ରୟାଲ କିଙ୍ଗ ଓ ସ୍ୱରାଜ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗର ଷଷ୍ଠ ଦିବସର ପ୍ରଥମ ମ୍ୟାଚଟି ତୁଷାର ରୟାଲ କିଙ୍ଗ ଓ ବ୍ଲାଷ୍ଟର ମଧ୍ୟରେ ହୋଇଥିଲା । ତୁଷାର ରୟାଲ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୬୦ ରନ୍‌ ସଂଗ୍ରହ କରିଥିଲେ ।
Read More...

ହରିଶଙ୍କର ବୈଶାଖ ମେଳା ୫ ଦିନ କରିବାକୁ ଦାବି : ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଐତିହ୍ୟ ବହନ କରୁଥିବା ଗନ୍ଧମାର୍ଦ୍ଧନ ପାହାଡ ତଳେ ହରି ଓ ଶଙ୍କରଙ୍କ ମିଳନ ହେଉଥିବା ସ୍ଥାନରେ ଗତ ମଇ ମାସରୁ ବୈଶାଖ ମେଳା ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଶାସନ ଆୟୋଜନ କରୁଛି । ତେବେ ଦେଖିବାକୁ ମିଳୁଛି ଯେ ନୃସିଂହନାଥ ମନ୍ଦିରରେ
Read More...

ସିଲିଂ ଫ୍ୟାନରେ ଝୁଲି ପଡ଼ିଲେ ଯବାନ

ବଲାଙ୍ଗିର, (କେପିଏନ୍‌ଏନ୍‌) : ବି.ଏସ.ଏଫ ଯବାନ ଭାବରେ ଗତ କିଛି ବର୍ଷ ହେଲା ଚାକିରୀ କରୁଥିଲେ । ହେଲେ ଚାକିରୀରୁ କିଛି ଦିନ ତଳେ ଛୁଟିରେ ବଲାଙ୍ଗିରକୁ ଆସିଥିଲେ । ଆଉ ଗତକାଲି କୌଣସି କାରଣ ବଶତଃ ସିଲିଂ ଫ୍ୟାନରେ ଝୁଲି ପଡ଼ିଥିଲେ ଯବାନ । ବି.ଏସ୍‌.ଏଫ୍‌ ଯବାନ ଜଣକ ୨୫ ବର୍ଷୀୟ ବ୍ୟାସଦେବ
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ପଂଚମ ଦିବସ : ସ୍ୱରାଜ ଓ ଆମ୍ବେଦକର ୱାରିୟର୍ସ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ପଂଚମ ଦିବସର ପ୍ରଥମ ମ୍ୟାଚଟି ସ୍ୱରାଜ ଓ ଟିମ୍‌ ଲାୟନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିମ୍‌ ଲାୟନ ଦଳ ପ୍ରଥମେ ବ୍ୟାଟିଂ କରି ୧୨୨ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲେ । ଲାୟନ ଦଳ ତରଫରୁ
Read More...

ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟା

ବିସ୍ଥାପିତଙ୍କ ମୌଳିକ ଅଧିକାର ଯୋଗାଇ ଦିଆଯାଉ - ପ୍ରଫୁଲ୍ଲ ସାମନ୍ତରାୟ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁକତେଲ ଡେମ୍‌ ପାଦ ଦେଶରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସଂଜୟ ଗଡତ୍ୟା ସଭାପତିତ୍ୱରେ ଓ ସଭା କାର୍ଯ୍ୟରେ
Read More...

ଶିଶୁକୁ ୨୦ ହଜାର ଟଙ୍କାରେ ବିକି ଦେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପୁଣି ଆସିଲା ଶିଶୁ ବିକ୍ରି ଅଭିଯୋଗ । ଏଭଳି ଏକ ଘଟଣା ବଲାଙ୍ଗିର ସହର ମାଲପଡାରେ ଘଟିଛି । ଜଣେ ମହିଳା ୨୦ ହଜାର ଟଙ୍କାରେ ଶିଶୁକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଅନୈତିକ ସମ୍ପର୍କ ଓ ଅଭାବ ଅନଟନ ପାଇଁ ମହିଳା ଜଣଙ୍କ ଶିଶୁକୁ ବିକ୍ରି
Read More...

ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପୋନୟନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ରାହ୍ମଣ ମହାସଭା ଦ୍ୱାରା ପ୍ରତିବର୍ଷ ପରି ବଲାଙ୍ଗିର ଶ୍ରୀନୃସିଂହ ମନ୍ଦିର ପରିସରରେ ସାମୁହିକ ବ୍ରତ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣ ମହାସଭାର ପୂର୍ବତନ ସଭାପତି ତଥା ପଣ୍ଡିତ ବ୍ରହ୍ମର୍ଷି ଗିରିଧାରୀ ଶତପଥୀ, ପଣ୍ଡିତ ଲକ୍ଷ୍ମୀ
Read More...

ବନଦୁର୍ଗା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ବିସ୍ଥାପିତଙ୍କୁ ମୌଳିକ ଅଧିକାରରୁ ବଂଚିତ କରାନଯାଉ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡେମ୍‌ ମାଗୁରବେଡା ନିକଟ ପଡିଆରେ ବନଦୁର୍ଗା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଯୁବ ନେତା ଆକାଶ ମିଶ୍ର, ସମ୍ମାନିତ ଅତିଥି ଜତିନ୍ଦ୍ର ପଟେଲ, ବରିଷ୍ଠ ସାମ୍ବାଦିକ
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ଚତୁର୍ଥ ଦିବସ

ଆମ୍ବେଦକର ୱାରିୟର୍ସ ଓ ବ୍ଲାଷ୍ଟର ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ଚତୁର୍ଥ ଦିବସର ପ୍ରଥମ ମ୍ୟାଚ୍‌ଟି ଆମ୍ବେଦକର ୱାରିୟର୍ସ ଓ ଟିମ୍‌ ଲାୟନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକର ୱାରିୟର୍ସ ପ୍ରଥମେ ବ୍ୟାଟିଂ
Read More...