Browsing Tag

balangir news

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଜାତୀୟ ଯୁବଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଜାତୀୟ ଯୁବଦିବସ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେ ମାତରମ୍‌ ସଂଗୀତର ୧୫୦ତମ ବାର୍ଷିକୀ ଉପଲକ୍ଷେ ସାମୂହିକ ଗାନ ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦରଙ୍କ
Read More...

ମନରେଗା ଯୋଜନା, ବିଦ୍ୟୁତ ଉପଭୋକ୍ତାଙ୍କୁ ଲୁଟ ଓ ଚାଷୀ ଶୋଷଣ ପ୍ରତିବାଦରେ କଂଗ୍ରେସ ଗର୍ଜିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୦୫ ମସିହାରେ ଗରିବଙ୍କୁ କାମଧନ୍ଦା ଯୋଗାଇବାକୁ ୟୁପିଏ ସରକାର କରିଥିବା ମନରେଗା ଯୋଜନାକୁ ବନ୍ଦ କରି କେନ୍ଦ୍ରର ମୋଦୀ ସରକାର ବିଭି ଜି ରାମଜୀ ଯୋଜନା କରିଛନ୍ତି । ଏହାକୁ କଂଗ୍ରେସ ଦଳ ପ୍ରବଳ ବିରୋଧ କରିଛି । ଆଜି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଥିମଧ୍ୟରୁ ସିଂଖମନ ଠାରୁ ଭୂତିଆରବାହାଲ, ବଲାଙ୍ଗିରଠାରୁ ଅର୍ଜୁନପୁର, ପଥରଚେପା-ଭଇଁଷା, ବଲାଙ୍ଗିର-ଚନ୍ଦନଭାଟି ରାସ୍ତାର ଉନ୍ନତିକରଣ,
Read More...

କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ୩ ଦିନ ଧରି ଚାଲିଥିବା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦଯାପିତ ହୋଇଯାଇଛି । କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ନର୍ସିଂ ଛାତ୍ରଛାତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ହ୍ୟୁମାନ ଆଇକ୍ୟୁ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠାନର ନର୍ସିଂ ବିଭାଗର ଛାତ୍ରଛାତ୍ରୀ ମାନଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟିର ମୂଳ ସ୍ଲୋଗାନ ଥିଲା, CARING WITH COMPASSION AND HEALING WITH DEDICATION. ଉତ୍ସବଟି
Read More...

ବଲାଙ୍ଗିର ବିକାଶ ଭେଲି ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା-୧୦/୦୧/୨୦୨୬ ରିଖରେ ବିକାଶ ଭେଲି ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରମୋଦ କୁମାର ମିଶ୍ର, ବରିଷ୍ଠ ଆଇନଜୀବି ଓ ସମାଜସେବୀ ମୁଖ୍ୟଅତିଥି ଭାବରେ ଓ ସାମ୍ବାଦିକ ମନରଞ୍ଜନ ଯୋଶୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ
Read More...

ଝୋଟି ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୨୫ତମ ଜନ୍ମ ଜୟନ୍ତୀ ମହୋତ୍ସବ ଚଳିତ ଜାନୁଆରୀ ମାସରେ ଶେଷ ସପ୍ତାହରେ ଆୟୋଜିତ ହେଉଛି । ଏହି ଅବସରରେ ପ୍ରସ୍ତାବିତ ୨୫ଟି କାର୍ଯ୍ୟକ୍ରମ ମଧ୍ୟରୁ ୧୯ ଏବଂ ୨୦ତମ
Read More...

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ ମାର୍ଚ୍ଚ ୧୮ରୁ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ସାଇଟ୍‌ କଲେଜ ରାଧାକୃଷ୍ଣ ରଙ୍ଗମଞ୍ଚରେ ଆସନ୍ତା ମାର୍ଚ୍ଚ ୧୮ ରୁ ୨୧ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ମହାକୋଶଲ କୋଶଲୀ ନାଟ୍‌ବାଦୀ-ନାଟ୍‌ଯାତ୍‌ରା ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସାଇଟ୍‌ କଲେଜ ସଂପାଦକ ନାରାୟଣ ପ୍ରସାଦ ମିଶ୍ରଙ୍କ
Read More...

ଜିଲ୍ଲା ଲେଖକ ମହାସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦକୁ ପୁନର୍ଜୀବିତ ତଥା ପୁନର୍ଗଠନ ପାଇଁ ସ୍ଥାନୀୟ କଲ୍ୟାଣ ମଣ୍ଡପ, ସୁଦ୍‌ପଡ଼ା, ବଲାଙ୍ଗିର ଠାରେ ଜିଲ୍ଲା ଲେଖକ ମହାସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି । କବି ସୁଶାନ୍ତ ବାଗ ଓ ମଧୁସୂଦନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ମହାସଭାରେ
Read More...

ଉଦଯାପିତ ହେଲା ବଲାଙ୍ଗିର ଫ୍ରେଣ୍ଡ ବ୍ଲକର ତୃତୀୟ ପୁଟବଲ ପ୍ରତିଯୋଗିତା

୪-୦ ଗୋଲରେ ଝାରସୁଗୁଡାକୁ ହରାଇ ବରଗଡ ଚମ୍ପିୟାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ତୃତୀୟ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତୀଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କ୍ଲବର ସଭାପତି ଲୋଟସ ସଡଙ୍ଗୀଙ୍କ
Read More...