Browsing Tag

balangir news

ଠିକାଦାର ସଂଘର ପ୍ରେସମିଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘ ତରଫରୁ ଏକ ପ୍ରେସମିଟର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଦୁଇଟି ପ୍ରସଙ୍ଗ ଥିଲା ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘ ତରଫରୁ ସ୍ଥିର କରିଥିଲୁଁ । ଯେ ଅନ୍ୟ ଜିଲ୍ଲାର ଠିକାଦାରମାନେ ବଲାଙ୍ଗିର
Read More...

ଧରମ ସିଂହ ମାନ୍ଧାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଚତୁର୍ଥ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଆଟଗାଁ ପଂଚାୟତ ଆଟଗାଁ ପଡିଆରେ ଚାଲିଥିବା ଧରମ ସିଂହ ମାନ୍ଧାତା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ୪ ଟି ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସର ପ୍ରଥମ ମ୍ୟାଚ ପଣ୍ଡରାପିଟା ଓ ମହଲେଇ, ଦ୍ଵିତୀୟ ମ୍ୟାଚ ବିଜାଖମନ ଓ
Read More...

କ୍ରୀଡାବିଦ୍‌ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଜଣାଶୁଣା କ୍ରୀଡାବିଦ୍‌ ତଥା ସମାଜସେବୀ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଆଜି ବଲାଙ୍ଗିର ସହରର ବୁଦ୍ଧିଜୀବୀ ଓ ବିଭିନ୍ନ କଳା କ୍ରିକେଟ ପ୍ରେମୀ ତାଙ୍କ ବାସଭବନରେ ତାଙ୍କ ସପରିବାର ସହ ଶ୍ରଦ୍ଧାଞ୍ଜଳି
Read More...

ଚଣ୍ଡୀ ପ୍ରସାଦ ଖମାରୀଙ୍କୁ ପିଏଚ୍‌ଡ଼ି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର ସହାୟକ ପ୍ରଫେସର ଚଣ୍ଡୀ ପ୍ରସାଦ ଖମାରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆଇନ ବିଷୟରେ ପି.ଏଚ୍.ଡି. ଉପାଧି ସଫଳତାର ସହିତ ଅର୍ଜନ କରିଛନ୍ତି । ତାଙ୍କ ଗବେଷଣା ପ୍ରବନ୍ଧ “Sentencing Policy and
Read More...

ମିଶନ ଫିଟ୍ ବଲାଙ୍ଗିରର ସ୍ୱପ୍ନକୁ ସାକାର କରି ଚାରିବର୍ଷ ପୂର୍ଣ୍ଣ କଲା ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଫିଟନେସ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ “ମିଶନ ଫିଟ୍ ବଲାଙ୍ଗିର” ନାରାକୁ ଆଗରେ ରଖି ଆରମ୍ଭ ହୋଇଥିବା ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବ ଆଜି ସଫଳତାର ସହିତ ତାହାର ଚାରିଟିଏ ବର୍ଷ ପୂରଣ କରିଛି । ବଲାଙ୍ଗିର ସହରର
Read More...

ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ : ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ

ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ । ଆଉ ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ। ପ୍ରେସମିଟରେ ଖୋଦ୍ ବଲାଙ୍ଗିର ଏସପି ଯୋଗ ଦେଇ ବଡ଼ ସୂଚନା ଦେଇଛନ୍ତି ଆଉ ତୁଷୁରା ତେଲ ନଦୀ ବ୍ରିଜ ତଳୁ ଗତ ଜାନୁଆରୀ ୨ ତାରିଖରେ ମୃତଦେହ ଉଦ୍ଧାର କରାଯାଇଥିବା
Read More...

ବଲାଙ୍ଗିରରେ ଆନ୍ତଃରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନୂତନ ଭାବେ ନିର୍ମିତ ଲନ୍ ବଲ୍ କୋର୍ଟ ଓ ଆନ୍ତଃରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ ହୋଇଯାଇଛି । କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ଵାରା ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟସଭା
Read More...

ଡକ୍ଟର ନବକିଶୋର ବେହେରା ପାଇଲେ ଜାତୀୟ ଅଶୋକ ଶାନ୍ତି ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡକ୍ଟର ନବକିଶୋର ବେହେରା ଭାରତ ସରକାରଙ୍କ ନୀତି ଆୟୋଗ ଦ୍ଵାରା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ୩୪୪୩ ଜଣଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ୭ ଜଣଙ୍କ ମଧ୍ୟରେ ମନୋନୀତ ହୋଇ "ଅଶୋକ ଶାନ୍ତି ପୁରସ୍କାର-୨୦୨୫ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପ୍ରକାଶ ଥାଉ କି ଶ୍ରୀ
Read More...

ବଲାଙ୍ଗିର ଲୋକ ଉତ୍ସବର ଆଲୋଚ୍ୟ ବିଷୟ : ବଲାଙ୍ଗିର ସାଂସ୍କୃତିକ ବିଭବ ନଚନିଆ ନୃତ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୯ ତାରିଖ ଦିନ ବଲାଙ୍ଗିର ଲୋକ ଉତ୍ସବ ସଂପାନ ସମିତି ଦ୍ୱାରା ଆଲୋଚନା ଚକ୍ରରେ ଆଲୋଚ୍ୟ ବିଷୟ ବଲାଙ୍ଗିର ସାଂସ୍କୃତିକ ବିଭବ ନଚନିଆ ନୃତ୍ୟ ଉପରେ ଆଲୋଚନା ହେବ ।
Read More...

ମାହେଶ୍ୱରୀ ସଂଗଠନ ମାଧିଆପାଲି ପଂଚାୟତରେ ପଞ୍ଚାୟତ ଶାଖା ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମାଧିଆପାଲି ପଂଚାୟତରେ ମାହେଶ୍ୱରୀ ସଂଗଠନ, ବଲାଙ୍ଗିର ପକ୍ଷରୁ ଏକ ନୂତନ ପଂଚାୟତ ଶାଖା ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସଂଗଠନର ପଂଚାୟତ ସ୍ତରୀୟ ଗଠନକୁ ଆହୁରି ସକ୍ରିୟ କରିବା ସହ ସାମାଜିକ ସେବା କାର୍ଯ୍ୟକୁ ଗାଁ ଗାଁ ଯାଏ
Read More...