ସମାଜସେବୀ ମୁଖିରାମ ଡାଙ୍ଗଙ୍କ ପରଲୋକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅଙ୍କରିଆପଦରର ସମାଜସେବୀ ମୁଖିରାମ ଡାଙ୍ଗଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ଅମାୟିକ ବ୍ୟକ୍ତିତ୍ୱ, ମିଷ୍ଟଭାଷୀ, ସଚ୍ଚୋଟ, ପରୋପକାରି ସ୍ୱର୍ଗତ ଡାଙ୍ଗଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁବେଳେ ତାଙ୍କର!-->…
Read More...
Read More...