Browsing Tag

balangir news

ଭିନ୍ନସ୍ୱାଦର ଦିବସ ବ୍ୟାପୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା ବଞ୍ଚିଲେ କଳାକାର ବଞ୍ଚିବ ଓ ସେହି ମାର୍ଗରେ ଆମର ଅଞ୍ଚଳର ଲୋକ କଳା ଓ ସଂସ୍କୃତି ବଞ୍ଚିବ ଓ ଲୋକ ସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ହୋଇପାରିବ । ବଲାଙ୍ଗିରର କୋଶଳ କଳାମଣ୍ଡଳ ପାଇଁ ସ୍ୱର୍ଗତ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦେଖିଥିବା
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ୪ର୍ଥ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

ଦାବି ପ୍ରସ୍ତାବ ଅନୁମୋଦିତ, ରାଜ୍ୟ କର୍ମକର୍ତ୍ତା ନିର୍ବାଚିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଓଡିଶା ଆଶା କର୍ମୀ ସଂଘର ୪ର୍ଥ ରାଜ୍ୟ ସମ୍ମିଳନୀ ଗତକାଲି ୧୧ ଓ ଆଜି ୧୨ ଜାନୁୟାରୀ ୨ ଦିନ ଧରି ଏଆଇଟିୟୁସି ରାଜ୍ୟ
Read More...

ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲରେ ବାଇକ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁ ମସୟରେ ଚର୍ଚ୍ଚାରେ ଥାଏ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲ । ମୁଖ୍ୟତଃ ହସପିଟାଲ ପରିସରରୁ ଚୋରି ଘଟଣା ସବୁ ସମୟରେ ଅଧିକ ଚର୍ଚ୍ଚାରେ ଆସିଥାଏ । କେତେବେଳେ ବାଇକ୍‌ ଚୋରି ହୋଇଥାଏ ତ ଆଉ କତେବେଳେ ମୋବଇଲ ଫୋନ୍‌ ସହ ଅନ୍ୟ ମୂଲ୍ୟବାନ ଜିନିଷ
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୦ ତମ ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୦ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସହରର ପରିଚିତ ସମାଜସେବୀ ତଥା ରାଜନେତା ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ଉପରେ
Read More...

ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂକୃତିକ ଅନୁଷ୍ଠାନ ‘ରଚନା’ର ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଲାଙ୍କର ନୈତିକ ମୂଲ୍ୟବୋଧ ଶିକ୍ଷା ପରିବାରରୁ ହିଁ ଆରମ୍ଭ ହୋଇଥାଏ । ଆମ ଭାରତର ପ୍ରାଚୀନ ସଂସ୍କୃତି, ପୋଥିପୁରାଣ, ଦର୍ଶନଶାସ୍ତ୍ର ପ୍ରତ୍ୟେକରେ ମୂଲ୍ୟବୋଧ ଶିକ୍ଷାର ଉପାଦାନ ରହିଛି । ପରିବାର ଓ ବିଦ୍ୟାଳୟରୁ ପିଲାଙ୍କ ଭିତରେ ସଦଶିକ୍ଷା ଓ ଚରିତ୍ର ଗଠନ
Read More...

ଯୁବା ଦିବସରେ ଗାୟତ୍ରୀ ପରିବାରର ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଅର୍ଯ୍ୟ ସମାଜ ମନ୍ଦିରରେ ଦିନ ୧୧ଟା ସମୟରେ ଗାୟତ୍ରୀ ପରିବାର ଦ୍ୱାରା ଅନ୍ତଃରାଷ୍ଟ୍ରୀୟ ଯୁବା ଦିବସ ଶୁଭ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପବିତ୍ର ବେହେରା
Read More...

୩ ଜଣ ଲୁଟେରାଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଉକା ଦେଖି ଲୁଟ୍‌ କରୁଥିଲେ ବଲାଙ୍ଗିର ସହରରେ । ଆଉ ଲୁଟ୍‌ ପରେ ସିଧା ତାମିଲନାଡ଼ୁକୁ ଫେରାର୍‌ ହୋଇଯାଉଥିଲେ । ଆମେ କହୁଛୁ ବଲାଙ୍ଗିର ଟାଉନ ପୋଲିସ ଦ୍ୱାରା ଗିରଫ ହୋଇଥିବା ୩ ଜଣ ଲୁଟେରାଙ୍କ କଥା । ଏ ସଂପର୍କରେ ବଲାଙ୍ଗିର ପୋଲିସ ପକ୍ଷରୁ ଟାଉନ ଥାନାରେ ଏକ
Read More...

ଏନ୍‌ଏସ୍‌ଏସ୍‌ ତ୍ରିଦିବସୀୟ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଆନୁକୂଲ୍ୟରେ ତ୍ରିଦିବସୀୟ ସ୍ୱେଚ୍ଛାସେବୀ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତା.୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଶିବିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଚାଲିଛି ।
Read More...

୩୭ତମ ଜିଲ୍ଲା ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୩୭ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ଉଦ୍‌ଘାଟିତ

ଦାବି ହାସଲ ପାଇଁ ବଜେଟ ଅଧିବେଶନରେ ରାଜ୍ୟ ବ୍ୟାପି ଆନ୍ଦୋଳନ ଆହ୍ୱାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ଆଜି ପୂର୍ବାହ୍ନରେ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଉଦ୍‌ଘାଟିତ ହୋଇଯାଇଛି ।
Read More...