Browsing Tag

balangir news

ସୁରଜମଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁରଜମଲ ଉଚ୍ଚ ବିଦ୍ୟାଳୟ ସାଉନ୍ତପୁରଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ମୁଖ୍ୟ ଅତିଥି, ବ୍ଲକ ଗୋଷ୍ଠୀ ଶିକ୍ଷା
Read More...

ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡ଼ିଆରେ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ କଳା ମଣ୍ଡଳ ପଡ଼ିଆରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା । ମହିଳାମାନଙ୍କୁ ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ନେଇ ପ୍ରତିବର୍ଷ ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇଥାଏ । ଜିଲ୍ଲା ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ମହିଳାମାନେ ଏହି ପଲ୍ଲୀଶ୍ରୀ
Read More...

ବରକାନୀ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ : ଗୋୟଲପିଟାକୁ ହରାଇ ବରକାନୀ ଦଳ ଚାମ୍ପିୟନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗତକାଲି ଠୁ ବରକାନୀ କିକ୍ରେଟ ପଡ଼ିଆରେ ବରକାନୀ ଯୁବ ପରିଷଦ ତରଫରୁ ଆରମ୍ଭ ହୋଇଥିବା ବରକାନୀ ପ୍ରିମିୟର ଲିଗ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପଂଚାୟତ ସମିତିର ଉପାଧ୍ୟକ୍ଷ ଗୋଲାପ ବାଗ ଓ ସମ୍ମାନିତ
Read More...

ବଲାଙ୍ଗିର ଜିଲ୍ଲା ବିଜେପି ନୂତନ ସଭାପତି ଭାବେ ଶ୍ରୀବତ୍ସ ବେହେରାଙ୍କ ନାମ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ନୂତନ ସଭାପତି ଭାବେ ଶ୍ରୀବତ୍ସ ବେହେରାଙ୍କ ନାମ ଘୋଷଣା କରାଯାଇଛି । ଆଜି ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ନୂତନ ଜିଲ୍ଲା ସଭାପତି ଭାବେ ଶ୍ରୀବତ୍ସ
Read More...

କୁଶଙ୍ଗ ଡିଗ୍ରୀ କଲେଜରେ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ଡିଗ୍ରୀ ମହା ବିଦ୍ୟାଳୟ କୁଶଙ୍ଗର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରସଙ୍ଗ ଥିଲା ଏକ ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ । ଏଥିରେ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ୧୫ତମ ଜାତୀୟ ମତଦାତା ଦିବସ

ନୂତନ ପଞ୍ଜିକୃତ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୧୫ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳେ କଶୋଲ କଳା ମଣ୍ଡଲ ପରିସରରୁ ଏକ
Read More...

ତୃତୀୟ ବିମଲେଇ ମହୋତ୍ସବର ଦ୍ୱିତୀୟ ସାଂଧ୍ୟ ଅଧିବେଶନ

'ଲୋକ ସଂସ୍କୃତି ହିଁ ଆମର ପ୍ରଧାନ ପଥ ପ୍ରଦର୍ଶକ' ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ମିନି ଷ୍ଟାଡିୟମଠାରେ ତୃତୀୟ ବିମଲେଇ ମହୋତ୍ସବର ଦ୍ୱିତୀୟ ଦିବସର ସାଂଧ୍ୟ ଅଧିବେଶନ ମହୋତ୍ସବର ସଭାପତି ଭରତଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ
Read More...

ବଲାଙ୍ଗିର ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି କ୍ରମେ ଆଜି ବଲାଙ୍ଗିର ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନ୍‌ ତରଫରୁ ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ଅଧକ୍ଷତାରେ
Read More...

ତ୍ରିଦିବସୀୟ ପ୍ରଗତି ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ସୁରଜମଲ ହାଇସ୍କୁଲ ଠାରେ ତ୍ରିଦିବସୀୟ ପ୍ରଗତି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବଲାଙ୍ଗିର ଅଧ୍ୟକ୍ଷ ଡ. ଜୟପ୍ରକାଶ ଦାଶ ଓ ବରିଷ୍ଠ ପ୍ରଶିକ୍ଷିକା ଆରତୀ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ
Read More...

ହତ୍ୟା ଉଦ୍ୟମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ବଲାଙ୍ଗିର ଲର୍କିପାଲିର ଦାସ ବାଗକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ
Read More...