Browsing Tag

balangir news

ଡ. ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ସଦାଇପାଲିରେ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ଭୀମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ସଦାଇପାଲି ନବଜ୍ୟୋତି କ୍ଲବ ତରଫରୁ ସ୍କୁଲ ପଡିଆ ଠାରେ ସନ୍ଧ୍ୟା ଘ.୮ ସମୟରେ ମହାସମାରୋହରେ ପାଳନ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଦଳିତ ଶିକ୍ଷକ ସଂଗଠନର ସଭାପତି ବାସୁଦେବ ମୁଗ୍ରୀଙ୍କ
Read More...

ବଲାଙ୍ଗିର ସଦର ବ୍ଲକ କଂଗ୍ରେସ ପକ୍ଷରୁ ମଶାଳ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନାରୀ ନିର୍ଯ୍ୟାତନା, ଗଣଦୁଷ୍କର୍ମ, ୬୦ ହଜାରରୁ ଅଧିକ ମହିଳା ଶିଶୁଙ୍କ ଉଦ୍ଦାର କରିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ଇତ୍ୟାଦି ବିଭିନ୍ନ ଦାବି ନେଇ ରାଜ୍ୟ ବ୍ୟାପି ବ୍ଲକ କଂଗ୍ରେସ କମିଟି ପକ୍ଷରୁ
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ସଭାପତି ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ହନୁମାନ ଜୀଙ୍କ ଜୟନ୍ତୀ ଉପଲକ୍ଷେ ଫୁଲ, ଚନ୍ଦନ, ଧୂପ, ଦୀପ, ସିନ୍ଦୁର,
Read More...

ସହଯୋଗ ଫାଉଣ୍ଡେସନଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ପୁନଃସ୍ଥାପନ ପାଇଁ ଏସ୍‌ପି ଅଭିଳାଷ ଜିଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ କିଛି ଦିନ ଧରି ଅପରାଧିକ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ପ୍ରସଙ୍ଗରେ, ସହଯୋଗ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପୋଲିସ ସୁପାରଟେଣ୍ଡେଣ୍ଟ (ଏସ୍‌ପି) ଶ୍ରୀ ଅଭିଳାଷ ଜି, ଆଇପିଏସ୍‌ଙ୍କୁ ଏକ ଲିଖିତ ଅନୁରୋଧପତ୍ର ଦାଖଲ
Read More...

ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ସଇଁତଲାରେ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଆଜି ସକାଳେ ସଇଁତଲାରେ ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିବା ବେଳେ ଆହତ ଜଣକ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଆହତ ଜଣକ ହେଲେ ବଲାଙ୍ଗିର ଇନ୍ଦ୍ରାନଗର ବାସିନ୍ଦା
Read More...

ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିଠାରେ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କଣ୍ଟାବାଞ୍ଜି ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଅଶୋକ କୁମାର ତରିଆ କାର୍ଯ୍ୟକ୍ରମରେ ସଭାପତିତ୍ୱ
Read More...

ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ତରଫରୁ ଛନ୍ଦା ଚରଣ ସ୍ମରଣେ ବିଷୁବୋତ୍ସବ ୨୦୨୫ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ତରଫରୁ ଛନ୍ଦା ଚରଣ ସ୍ମରଣେ ବିଷୁବୋତ୍ସବ ୨୦୨୫ ପାଳିତ ହୋଇଛି, ଏହି କାର୍ଯ୍ୟକ୍ରମକୁ ଭୂମିକାର ସମ୍ପାଦକ ଶ୍ରୀ ଜିତେନ୍ଦ୍ରିୟ ତ୍ରିପାଠୀ ସ୍ଵାଗତ କରିଥିବା ବେଳେ ସଭାପତିତ୍ଵ ବିରେନ୍ଦ୍ର କୁମାର
Read More...

୧୩୪ତମ ବାବା ସାହେବ ଆମ୍ବେଦକରଙ୍କ ଜନ୍ମମହୋତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲକ୍ଷେଘର ଗଣ୍ଡା ସମାଜ ଉନ୍ନୟନ ସମିତି ପଶ୍ଚିମ ଓଡିଶା ଆନୁକୁଲ୍ୟରେ ଗେଟସରୋବରପଡା ଠାରେ ଓମ୍‌ ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମମହୋତ୍ସବ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ଅଶୋକ ହରପାଲ ସଂଯୋଜନା କରି ସମ୍ବିଧାନର ପ୍ରଣେତା
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ରେଳ ଉପଭୋକ୍ତ ସଂଘର କାର୍ଯ୍ୟାଳୟ ଠାରେ ମାଲପଡା ନାଗରିକ କମିଟିର ଏକ ସାଧାରଣ ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସଂପାଦକ ପଂଚାନନ ସେଠ ଗତ ମାସର ବିବରଣୀ ପାଠ କରିଥିଲେ । ଏହି
Read More...

ଗଣ୍ଡାବଜା ପତ୍ରିକା ତରଫରୁ ବାବା ସାହେବ ଆମ୍ବେଦର ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ଖବର କାଗଜ ଗଣ୍ଡାବଜା ତରଫରୁ ଭାରତ ରତ୍ନ ବାବା ସାହେବ ଡ. ଭିମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ବାର୍ଷିକ ପି.ପି. ଏକାଡେମୀର ସଭାଗୃହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜିବୀ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି,
Read More...