ନିରାମୟ କେନ୍ଦ୍ର ଭିତରେ ବ୍ୟାଟେରୀ ଚାଳିତ ସ୍କୁଟି ଚାର୍ଜ : କର୍ମଚାରୀଙ୍କୁ କର୍ତ୍ତୃପକ୍ଷଙ୍କ ଆକଟ
ବଲାଙ୍ଗିର : ଭୀମଭାଇ ମେଡିକାଲ କଲେଜ ହସ୍ପିଟାଲରେ ଗାଡିଚୋରି ଭୟରେ କର୍ମଚାରୀମାନେ ଭିତରେ ଗାଡି ରଖୁଛନ୍ତି ଏବଂ ସିକ୍ୟୁରିଟି ଗାର୍ଡ ଗାଡିକୁ ଜଗୁଛନ୍ତି । କେବଳ ଏତିକି ନୁହେଁ ଏବେ ଆଉ ଏକ ସଂଗୀନ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ନିରାମୟ ଔଷଧ ବିତରଣ କେନ୍ଦ୍ର ଭିତରେ ବ୍ୟାଟେରୀ ଚାଳିତ!-->…
Read More...
Read More...