ତୁଷୁରାରୁ ୧୧୮.୯୦ କୁଇଣ୍ଟାଲ ବେଆଇନ ଧାନ ଜବତ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପୂର୍ବାହ୍ନରେ ତୁଷୁରାରୁ ଓଡି ୧୭ ଡବ୍ଲୁ ୩୭୬୬ ନମ୍ବର ଟ୍ରକରୁ ୧୧୮.୯୦ କୁଇଣ୍ଟାଲ ଧାନ ଜବତ କରାଯାଇଛି । ତୁଷୁରାର କୁଳଦୀପ ଗୁପ୍ତାଙ୍କ ୨୭୦ଟି ଧାନ ବସ୍ତା ଜବତ କରାଯାଇଛି । ସମଲେଶ୍ଵରୀ ଆଗ୍ରୋ ଚାଉଳ ମିଲରେ ଏହି ଧାନ ଜିମା ଦିଆଯାଇଛି । ଏହି ଚଢାଉ ବେଳେ!-->…
Read More...
Read More...