Browsing Tag

balangir news

ଯୁବ ସାହିତ୍ୟିକ ସମାବେଶ ‘ ପଲ୍ଲବନ ‘ ଅନୁଷ୍ଠିତ

ପୂର୍ବାଗ୍ରହ ରହିତ ବ୍ୟାପକ ପଠନ ଓ ସାମାଜିକ ସଂପୃକ୍ତି ଯୁବ ସାହିତ୍ୟିକଙ୍କ ଧ୍ୟେୟ ହେଉ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ସାମ୍ବାଦିକ ଭବନଠାରେ ସାରସ୍ୱତ ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ଯୁବ ସାହିତ୍ୟିକ ସମାବେଶ 'ପଲ୍ଲବନ ' କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଗ୍ରାହକ ପଞ୍ଚାୟତ ଓ ଗାୟତ୍ରୀ ପରିବାରର ସୁରଭି ଗୋଶାଳାରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନ ୩ ଘଣ୍ଟା ବେଳେ ବଲାଙ୍ଗିର ସୁବର୍ଣ୍ଣପୁର ରାସ୍ତାରେ ଥିବା ବିଛୁପାଲୀ ସୁରଭି ଗୋ ସେବା ଧାମଠାରେ ବନ ମହୋତ୍ସବ ପରିପ୍ରେକ୍ଷୀରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓ ଗାୟତ୍ରୀ ପରିବାର ବଲାଙ୍ଗିର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ
Read More...

ଜେଏସ୍‌ଏମ୍ କଲେଜର ସ୍ନାତକ ଦିବସ ପାଳିତ : ଜେ.ଏସ୍. ଏମ୍ କଲେଜ ଛାତ୍ର ଅର୍ଚିଷ୍ମାନ ହେଲେ ୟୁନିଭରସିଟି ଟପ୍ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସ୍ଥାନୀୟ ପତିତପାବନ ଏକାଡେମୀଠାରେ ଜେଏସ୍‌ଏମ୍ କମର୍ସ ଡିଗ୍ରୀ କଲେଜ ପକ୍ଷରୁ ସ୍ନାତକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ନମ୍ର
Read More...

‘ସଂକଳ୍ପ’ ପ୍ରଶିକ୍ଷଣ ଶିବିର ଉଦଯାପିତ

"ପ୍ରଶିକ୍ଷଣ ନେଲେ ୮୫ ଜଣ ପ୍ରଶିକ୍ଷାର୍ଥୀ" ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରସ୍ଥାନୀୟ ପିଏମଶ୍ରୀ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟଠାରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପାଞ୍ଚ ଦିନଧରି ଦିଆଯାଉଥିବା 'ସଂକଳ୍ପ'
Read More...

ଭୀମ ଆର୍ମି ବଲାଙ୍ଗିର ତରଫରୁ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଆର୍ମି ବଲାଙ୍ଗିର, ଓଡିଶା ତରଫରୁ ବଲାଙ୍ଗିରରେ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ମହିଳା ବିଦ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବ୍ଲକ, ପଂଚାୟତରୁ କୋଣ ଅନୁକୋଣରୁ ଶତାଧିକ କର୍ମୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ
Read More...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାର୍ବତୀ ଗିରି ସେବା ସମ୍ମାନ ପାଇବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସନାତନ ମନ୍ଦିର ଠାରେ ମାଆ ପାର୍ବତୀ ଗିରି ଶ୍ରାଦ୍ଧ ଦିବସ ଓ ସଂଗଠନର ବିଂଶତମ ପ୍ରତିଷ୍ଠା ଦିବସ ପାଳନ ପାଇଁ
Read More...

ଅବ୍ୟବସ୍ଥାରେ ଆରଏନସିଂଦେଓ ଷ୍ପୋର୍ଟସ କମପ୍ଲେକ୍ସର ଇଣ୍ଡୋରଷ୍ଟାଡିୟମ : ଲାଇଟ ବି ଜଳୁନି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାସ୍ତ୍ରୀନଗରପଡାରେ ଥିବା ରାଜେନ୍ଦ୍ରନାରାୟଣ ସ୍ପୋର୍ଟସ କମ୍ପେକ୍ସରେ ଥିବା ଇଣ୍ଡୋରଷ୍ଟାଡିୟମରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଜିଲ୍ଲା କ୍ରୀଡାବିଭାଗ ପକ୍ଷରୁ ପରିଚାଳିତ ଏହି ଇଣ୍ଡୋରରେ ଏତେ ଅବ୍ୟବସ୍ଥା ଯେ, ଏଠାରେ ଲାଇଟମାନେ ମଧ୍ୟ ଆଉ
Read More...

ଜେ.ଏସ୍.ଏମ୍. ବାଣିଜ୍ୟ ମହାବିଦ୍ୟାଳୟରେ ଗରିମାମୟ ଭାବେ ୨୦୨୨-୨୫ ବର୍ଷର ସ୍ନାତକ ଦିବସ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେ.ଏସ୍.ଏମ୍. ମହାବିଦ୍ୟାଳୟରେ ଆଜି ସ୍ନାତକ ଦିବସ ଏକ ଭବ୍ୟ ଓ ଗରିମାମୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା । ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ୍ ବିଶି, ରାଜ୍ୟସଭା ସଦସ୍ୟ, ମୁଖ୍ୟ ବକ୍ତାଭାବେ ଶ୍ରୀକାନ୍ତ
Read More...

ଆଦର୍ଶ ଶିକ୍ଷକ ପୀତବାସଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମର ଆଦର୍ଶ ଶିକ୍ଷକ ପୀତବାସ ପଧାନ (୮୧)ଙ୍କ ବିୟୋଗର ଏକାଦଶାହ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଶନିବାର ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପୀତବାସଙ୍କ ଫୋଟୋ ଚିତ୍ର ରଖି ଧୂପ ଦୀପ ଦେଇ ପୂଜା
Read More...

ଜିଲ୍ଲାସ୍ତରୀୟ ସଂକୀର୍ତ୍ତନ୍ୟ ଚିନ୍ତନ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜାଖମନଠାରେ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘ ତରଫରୁ ତୃତୀୟ ବର୍ଷ ସଂକୀର୍ତ୍ତନ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୧୪ଟି ବ୍ଲକରୁ ୧୦ଜଣିଆ କମିଟି ସହିତ ପ୍ରାୟ ୨୦୦ରୁ ଅଧିକ ପୁରୁଷ ଓ ମହିଳା ସଂକୀର୍ତ୍ତନ୍ୟ କଳାକାର
Read More...