ନୂଆଁଖାଇକୁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବଲାଙ୍ଗିର, (କେପିଏନ୍ଏସ୍) : କୋଶଲାଞ୍ଚଳର ଦୁଇ କୋଟି ଜନସାଧାରଣଙ୍କ ପର୍ବ, ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ, ଭାଇଚାରାର ପର୍ବ, କୃଷିଭିତ୍ତିକ ପର୍ବ ନୁଆଁଖାଇ । ଏହି ପର୍ବ ଏଭଳି ଏକ ପର୍ବ ପରିବାର ଲୋକ, ଗାଁର ଲୋକ ଯେ କୌଣସି ସ୍ଥାନରେ -ରାଜ୍ୟ ବାହାରେ, ଦେଶ ବାହାରେ ଥିଲେ ମଧ୍ୟ ନିଜ ନିଜ!-->…
Read More...
Read More...