Browsing Tag

balangir news

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ମଧୁସୂଦନ ନାୟକ ଅତିଥିମାନଙ୍କୁ ମଂଚାସୀନ ହେବା ପାଇଁ
Read More...

କୁଶଙ୍ଗାଇ ପୀଠରେ ପ୍ରସାଦ ବଣ୍ଟନ କଲା ବଲାଙ୍ଗିର ଜିଲ୍ଲା ଅଘରିଆ ସମାଜ ଟ୍ରଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଧୀନସ୍ଥ କୁଶଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ମା' କୁଶଙ୍ଗାଇଙ୍କ ଷୋହଳ ପୂଜାର ସମାପ୍ତି ଅବସରରେ ବଲାଙ୍ଗିର ଜିଲ୍ଳା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ମା'ଙ୍କ ଠାରେ ଭୋଗ ସମର୍ପଣ କରି ହଜାର ହଜାର ଭକ୍ତ ଓ ଦର୍ଶନାର୍ଥୀଙ୍କ
Read More...

ଜେଏସ୍ଏମ୍ ବାଣିଜ୍ୟ, କଳା ଏବଂ ବିଜ୍ଞାନ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷର ସ୍ୱାଗତ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୫-୨୬ ଶିକ୍ଷା ବର୍ଷରେ +୨ ଓ +୩ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜେଏସ୍ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟରେ 'ଫ୍ରେସର୍ ଡେ' ଭାବରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ବିଶେଷ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ପୌରାଞ୍ଚଳ ଯାଦବ ମହାସଭାର ନୂଆଁଖାଇ ଭେଟ- ୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଲାଙ୍ଗିର ପୌରାଞ୍ଚଳ ଯାଦବ ମହାସଭାର ଆୟୋଜରେ ନୂଆଁଖାଇ ଭେଟ- ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂଜକ ଟିକେ ଜାଲ ମା' ଚଣ୍ଡୀ ସମଲେଇ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ପରେ
Read More...

ସାଉନ୍ତେଶ୍ୱରୀ ଦେବୀଙ୍କ ପୁସ୍ତକ ଉନ୍ମୋଚନ

ପଦ୍ମଶ୍ରୀ ହଳଧର ନାଗ ସାଉନ୍ତେଶ୍ୱରୀ ଦେବୀଙ୍କ କାବ୍ୟ ଲେଖିବେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମରେ ମା’ ସାଉନ୍ତେଶ୍ୱରୀ ମନ୍ଦିରରେ ସାଉନ୍ତେଶ୍ୱରୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା କରି ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ସ୍ୱାଗତ ଭାଷଣ
Read More...

ଆନ୍ତର୍ଜାତୀୟ ଗୁରୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଦି’ ନିଉ ଲାଇଫ କନ୍‌ଫରେନ୍ସ ହଲ, ମିଶନ କମ୍ପାଉଣ୍ଡ, ବଲାଙ୍ଗିର ଠାରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ତରଫରୁ ସହ ସମ୍ପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ଆଚାର୍ଯ୍ୟ
Read More...

ରଚନା ପକ୍ଷରୁ “ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମୟ ବଦଳିଛି କିନ୍ତୁ ସମାଜର ମାନସିକତା ବଦଳି ନାହିଁ । ଆଜି ମଧ୍ୟ ରେବତୀଟିଏ ନିଜର ଅଧିକାର ପାଇଁ ସଙ୍ଘର୍ଷ କରୁଛି । ରେବତୀ ନିଜ ଘରଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିଲା । ଏବେକାର ରେବତୀମାନେ ସମାଜଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି । ନାରୀଟିଏ ତାର
Read More...

ଆଟଗାଁରେ ଦୁର୍ଗା ପୂଜନୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ୯୭ତମ ଦୁର୍ଗାପୂଜା ଅବସରରେ ତା.୩୦.୦୯.୨୦୨୫ ରୁ ତା.୦୨.୧୦.୨୦୨୫ ରିଖ ୩ ଦିନ ବ୍ୟାପି ଦୁର୍ଗା ପୂଜା ମହୋତ୍ସବ ଆଟଗାଁ ୨୦୨୫ ହୋଇଥିଲା । ରାବଣ ଦରବାର ମଧ୍ୟ ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ଦ୍ୱିତୀୟ ଦିବସରେ ଅତିଥି ଭାବେ ସୂଚନା ଅଧିକାରୀ କର୍ମୀ
Read More...

ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେରା ଯୁବା ଭାରତ, ବଲାଙ୍ଗିର (ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ) ଓ ଅଧ୍ୟାତ୍ମ ଜ୍ଞାନ ମନ୍ଦିର, କାଲିଝରଣର ମିଳିତ ସହଯୋଗ ଦ୍ୱାରା ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକମାନଙ୍କୁ
Read More...

ବଲାଙ୍ଗିରରେ ଡିଡବ୍ଲ୍ୟୁଏଫ୍‌ସିଏସ୍‌ର ୫୦ତମ ବାର୍ଷିକ ଅଧିବେଶନ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ଡାଏସିସ୍‌ର ଡାଏସେସନ୍ ୱିମେନ୍ସ ଫେଲୋସିପ୍ ଫର୍ କ୍ରିଷ୍ଟିଆନ୍ ସର୍ଭିସ୍ (ଡିଡବ୍ଲ୍ୟୁଏଫ୍‌ସିଏସ୍‌) ଦ୍ୱାରା ୫୦ତମ ବାର୍ଷିକ ଅଧିବେଶନ ଗାମ୍ଭୀର୍ଯ୍ୟ ଓ ଧାର୍ମିକ ଉତ୍ସାହର ସହିତ ବଲାଙ୍ଗିର ମିଶନ୍ କମ୍ପାଉଣ୍ଡରେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୫
Read More...