Browsing Tag

baipariguda news

ଗାଁ ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୈପାରୀଗୁଡା : ବୃଦ୍ଧଙ୍କ ମର ଶରୀର ଗାଁ ପୋଖରୀରୁ ଉଦ୍ଧାର । ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଠାରେ ଏଭଳି ଘଟଣା ଘଟିଛି । ମୃତକ ବାଲିଗାଁର ଧାନ ନାୟକ(୬୦) ବୋଲି ଜଣାପଡିଛି । ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଧନ ନାୟକ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ । ଗାଧୋଇବାକୁ ଯାଇ
Read More...

ଦରମଗାଡ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବୈପାରିଗୁଡା : ପାର୍ବଣରେ ଅଭାବନୀୟ ଘଟଣା । ଦରମଗାଡ ନଦୀରେ ଭାସି ନିଖୋଜ ମହିଳାଙ୍କ ମୃତ୍ୟୁ । ନଦୀରୁ ମିଳିଲା ମୃତଦେହ । ମୃତକ କାଉକୁଣ୍ଡ ଗ୍ରାମର ପୁଲକ ଖରା ବୋଲି ଜଣାପଡ଼ିଛି । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍‌ ଅନ୍ତର୍ଗତ କାଉକୁଣ୍ଡ ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ,
Read More...

୧୨ ଘଣ୍ଟିଆ ବୈପାରିଗୁଡା ବନ୍ଦ ଡାକରାରେ ସାମିଲ ହେଲେ ଛାତ୍ରଛାତ୍ରୀ : ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ସମୟ ଯେତେ ଆଗକୁ ବଢି ଚାଲିଛି ସେହି ଅନୁପାତରେ ଏହି ବନ୍ଦ ଡାକରାକୁ ଅଧିକରୁ ଅଧିକ ମାତ୍ରାରେ ଯୁବଗୋଷ୍ଠୀ ସମର୍ଥନ କରୁଥିବା ଭଳି ଚିତ୍ର ଦେଖିବାକୁ ମିଳିଥିଲା । ଏହି ବନ୍ଦ ଡାକରାକୁ ସମର୍ଥନ ଦେଇ କଲେଜ ପଢୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ
Read More...

ଭିଜିଲାନ୍ସ ହାବୁଡରେ ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

ବୈପାରୀଗୁଡା : ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡରେ ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ । ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ମହିଳା ସହକାରୀ ଯନ୍ତ୍ରୀ ଭାନୁମୋତି ଟୁଡୁ କାର୍ଯ୍ୟରତ ଥିବା ବେଲେ ଆଜି ପୂର୍ବାହ୍ନରେ ଭାନୁମୋତି ଘୁମର ଗାଁର ଜଣେ
Read More...

୨୫ କିଲୋ ଗଞ୍ଜେଇ ଜବତ : ୨ ମହିଳା ଗିରଫ

ବୈପାରୀଗୁଡା : ଅଟୋରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୨୫ କିଲୋ ଗଞ୍ଜେଇ ଜବତ ଏଥିରେ ସମ୍ପୃକ୍ତ ଥିବା ୨ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ମହିଳା ଲଷ୍ମୀପୁରର ସନ୍ଧ୍ୟା ହରିଜନ ଓ ସାବିତ୍ରୀ ବାଲାଜୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ,
Read More...

ବ୍ଲକ ପ୍ରଶାସନର ଆକଳନ ଠାରୁ ଅଧିକ ମହିଳାଙ୍କ ସମାଗମ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେର୍ବତ୍ତା) : ସୁଭନ୍ଦ୍ରା ଯୋଜନା ପାଇଁ କିଛି ଦିନ ହେବ ବୈପାରିଗୁଡା ବ୍ଲକର ବିଭିନ୍ନ ଆଧାର କେନ୍ଦ୍ରରେ ପ୍ରବଳ ଗହଳି ଲାଗିରହିଥିବା ବେଳେ ଆଜି ତାଠାରୁ ଅଧିକ ମହିଳାଙ୍କ ସମାଗମ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଗୌଡସାହି ପାଖ ରାବଣ ପଡିଆ ଠାରେ ବ୍ଲକ
Read More...

୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ : ଦୁର୍ଘଟଣାପରେ ଡ୍ରାଇଭର୍‌ ଫେରାର୍‌

ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଦୁର୍ଘଟଣାଗ୍ରସ୍ତ ଟ୍ରିପର ଭିତରୁ ପୁଳାପୁଳା ଗଞ୍ଜେଇ ବସ୍ତା ଜବତ ହୋଇଥିବା ନେଇ ସୂଚନା ପ୍ରଦାନ କରିଛି ବୈପାରିଗୁଡା ପୋଲିସ । ଶନିବାର ରାତ୍ରି ୧୦ଟା ପରେ ବୈପାରିଗୁଡା
Read More...

ବରଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରିପର : ଗାଡି ଡାଲା ଭିତରୁ ବାହାରୁଛି ବସ୍ତାବସ୍ତା ଜିନିଷ –…

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବରଗଛରେ ପିଟିହୋଇ ଏକ ଟ୍ରିପର ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାକଡରେ ଓଲଟି ପଡିଥିବା ଦେଖିବାକୁ ମିଳିଛି । ବୈପାରିଗୁଡା ଥାନା ଅନ୍ତର୍ଗତ ଦିଗାପୁର ବୈପାରିଗୁଡା ରାସ୍ତାର ପୂଜାରୀଗୁଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି
Read More...

ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକକୁ ମିଳୁନି ମଜୁରୀ ଟଙ୍କା : ପ୍ରତିବାଦ କରି କାର୍ଯ୍ୟ ବନ୍ଦ…

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା ) : ସରକାର ଶ୍ରମିକମାନଙ୍କ ମଜୁରୀ ଟଙ୍କା ଜୁଲାଇ ମାସରେ ବୃଦ୍ଧି କରିଥିବା ନେଇ ଘୋଷଣା କରିଥିବା ବେଳେ ଏ ପର୍ଯ୍ୟନ୍ତ ଗାଁ ଗହଳିର ଶ୍ରମିକମାନେ ସରକାରୀ ନିୟମ ଅନୁସାରେ ସେମାନଙ୍କର ମଜୁରୀ ଟଙ୍କା ସରକାରୀ ନିୟମ ଠାରୁ ମଧ୍ୟ କମ୍ ଟଙ୍କା
Read More...

ଭାରତ ବନ୍ଦ ଡାକରା ପ୍ରଭାବରେ ବୈପାରିଗୁଡା ବ୍ଲକ ସମ୍ପୂର୍ଣ୍ଣ ଯାତାୟତ ଠପ୍ : ତହସିଲଦାର ଓ ବିଏସ୍‌ଏଫ୍‌କୁ ଛାଡିଲେ…

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଭାରତ ବନ୍ଦର ପ୍ରଭାବ ବିଶେଷ କରି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ଦେଖିବାକୁ ମିଳିଥିଲା । ଯାତାୟତ ଠପ୍ ସହ ରାସ୍ତାକଡରେ ଶହ ଶହ ଯାନବାହାନ ଗୁଡିକ ଅଟକି ରହିଥିବା ବେଳେ କୌଣସି ପ୍ରକାର ସରକାରୀ ଓ ବେସରକାରୀ
Read More...