ବସ ଦୁର୍ଘଟଣାରେ ୩ ମୃତ : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୋକାକୁଳ ପରିବେଶ
ବୈପାରୀଗୁଡ଼ା, (ବିକ୍ରାନ୍ତ କୁମାର ବେର୍ବତ୍ତା) : ଆଜି ଭୋର ସକାଳୁରୁ ଉଠି ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ବାହାରିଥିବା ବେଳେ ସୁକୁନାଳ ଘାଟି ରାସ୍ତା ଓହ୍ଲାଇବା ସମୟରେ ବସ ଦୁର୍ଘଟଣା ଗସ୍ତ ହୋଇଥିବାର ଜଣାପଡିଛି । କଟକର ଚୌଦୁଆର ଅଂଚଳରୁ ୭୫ ଜଣ ଏକ ଘରୋଇ ବସରେ ଶନିବାର ଦିନ!-->…
Read More...
Read More...