Browsing Tag

anugul news

ଯାତ୍ରୀବାହୀ ଅଟୋକୁ ଧକ୍କାଦେଲା ଟ୍ରକ : ୨ ମୃତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ୫୫ ନଂ ଜାତୀୟ ରାଜପଥରେ ଜରପଡା ଥାନା ଅନ୍ତର୍ଗତ ମରାତିରା ଗ୍ରାମ ଠାରେ ଏକ ଯାତ୍ରୀବାହୀ ଅଟୋକୁ ପିଆଜ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଅଟୋରେ ବସିଥିବା ୨ ମହିଳା ଯାତ୍ରାଙ୍କର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇଜଣ
Read More...

ମର୍ମନ୍ତୁଦ ଦୁର୍ଘଟଣା, ୬ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡା ଝିମିରିପାଲି ଶିବ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ପ୍ରଥମେ ପାଲଲହଡା ଡାକ୍ତରଖାନା ଏବଂ ପରେ ଅନୁଗୁଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ସମସ୍ତେ ବଲାଙ୍ଗିର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ
Read More...

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ସହ ୫ ଗିରଫ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ବଇଣ୍ଡା ଅଞ୍ଚଳର ପୂର୍ଣ୍ଣିମା ବେହେରା, ଦୂରୀକା ମାଝୀ,
Read More...

ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ୍ ମାଧପୁର ଜଙ୍ଗଲ ମୌଜା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ହାତୀଟିର ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ । ସୂଚନା ଅନୁସାରେ ପୁରୁଣାଗଡ଼ ରେଞ୍ଜ ମାଧପୁର ଜଙ୍ଗଲ ମୌଜା
Read More...

ବଅଁରପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ୫ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ମହିଧରପୁର ଆଡୁ ଏକ କାର ଅନୁଗୁଳ ଆଡକୁ
Read More...

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ : ୫ ମୃତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ଖମାର ଥାନା ଇଲାକାରେ ଏକ ଟ୍ରକ୍‌କୁ ଗୋଟିଏ କାର୍‌ ପଛପଟରୁ ଧକ୍କା ଦେବାରୁ ସେଥିରେ ଥିବା ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଉକ୍ତ ଯୁବକମାନେ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ ଗାଁର ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡା କଣ୍ଟିଆପଶି ବାଇପାସ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ଏକ ଟ୍ରକଟି ଛିଡ଼ା ହୋଇଥିବା ବେଳେ ଠିକ୍‌ ଏହି ସମୟରେ ଏକ କାର୍‌
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୮ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୂର୍ତ୍ତରାସ୍ତାର ସାନହୁଲା ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପିକଅପ୍ ଭ୍ୟାନ୍ ଓଲଟି ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ
Read More...

ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା, ୧ ମୃତ

ଅନୁଗୁଳ : ଅନୁଗୁଳ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଆଜି ଟ୍ରଲର ଓଲଟି ଦୁର୍ଘଟଣା ଝଟିଥିବା ଜଣାପଡିଛି । ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଗୋଳାବନ୍ଧର ସନ୍ତୋଷ ସାହୁ ବୋଲି ଜଣାପଡିଛି । ଘଟଣାର ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି
Read More...

ଗ୍ୟାସ ସିଲିଣ୍ଡର ଫାଟି ୨ଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଇକୋ ପାର୍କ ନିକଟରେ ଗ୍ୟାସ ସିଲିଣ୍ଡର ଫାଟି ୨ଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଇକୋ ପାର୍କ ନିକଟରେ ୨ଟି ଗ୍ୟାସ ଚୁହ୍ଲା ରିପ୍ୟାରିଂ ଦୋକାନ ଥିଲା । ହଠାତ୍‌ କୌଣସି କାରଣରୁ
Read More...