ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ
ଆଗଲପୁର, (କେପିଏନ୍ଏସ୍) : ଭରସୂଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ (୭୦)ଙ୍କ ସ୍ତ୍ରୀ ଜାନକୀ ଭୋଇ(୬୫) ବହୁ ଦିନରୁ ରୋଗରେ ପୀଡିତ ଥିଲେ ଓ ୫ ଦିନ ପୂର୍ବରୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ବଲାଙ୍ଗିରରେ ଭର୍ତି ହୋଇଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ!-->…
Read More...
Read More...