Browsing Tag

agalpur news

ଲାଞ୍ଚ ନେଇ ସେକ୍ସନ ଅଫିସର ଗିରଫ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ତହସିଲ ଅଫିସ ସେକ୍ସନ ଅଫିସର କିଶୋରଚନ୍ଦ୍ର ଖରସେଲ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ମୁତାବକ ଜବତ ଟ୍ରାକ୍ଟର ରିଲିଜ କରିବାକୁ ଲାଞ୍ଚ ନେଇଥିଲେ ଆଗଲପୁର ସେକ୍ସନ ଅଫିସର ।
Read More...

ପାଂଚ ଦିନ ହେଲା ବ୍ୟବସାୟୀ ନିଖୋଜ, ଅପହରଣ ଆଶଂକା

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଗଲପୁରର ବ୍ୟବସାୟୀ ପବିତ୍ର ମେହେର(୨୫) ଗତ ୫ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ବ୍ୟବସାୟ କାମରେ ଯାଇଥିବାରୁ ତାଂକୁ କେହି ଅପହରଣ କରିଥିବା ସନ୍ଦେହ କରାଯାଉଛି । ଫଳରେ ପରିବାର ଲୋକେ ଆଶଂକା ଭିତରେ ରହିଛନ୍ତି । ଗତ ୨୨ ତାରିଖ ସକାଳ ୯ଘଣ୍ଟା ୧୫ ମିନିଟ
Read More...

ଆଗଲପୁରରେ ବିଭିନ୍ନ ସଂଗଠନ ତରଫରୁ ମଦ ବିକ୍ରି ବିରୋଧରେ ଅଭିଯାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ ମଦ ବିକ୍ରିକୁ ବିରୋଧ କରି ଅନେକ ସଂଗଠନ ବିରୋଧ ପ୍ରଦର୍ଶନ କରିଛନ୍ତି । ହାତରେ ପ୍ଲାକାର୍ଡ ଧରି ମଦ ବିରୋଧୀ ସ୍ଲୋଗାନ ଦେଇ ଆଗଲପୁରର ବିଭିନ୍ନ ନାରୀ ସଂଗଠନ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏଥିରେ ଆଗଲପୁର
Read More...

କୃତି ଛାତ୍ର ସମ୍ବର୍ଦ୍ଧିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନଅଗାଁ (ଖ) ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଶେଖର ବିଶ୍ୱାଳଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଆଗଲପୁର ବ୍ଲକରେ ଗୀତାଞ୍ଜଳି ଦାଶ ହେଲେ ଅଧ୍ୟକ୍ଷା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅଧ୍ୟକ୍ଷା ଭାବେ ଶ୍ରୀମତି ଗୀତାଞ୍ଜଳି ଦାଶ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷା ପଦବୀ ପାଇଁ ସାଲେଭଟା ଗ୍ରାମପଂଚାୟତ ସମିତି ସଭ୍ୟା ଗୀତାଞ୍ଜଳି ଦାଶ ଦାଖଲ କରିଥିଲେ ଓ କୁଟାସିଂହା ସମିତି ସଭ୍ୟା ପୁଷ୍ପାଞ୍ଜଳି ବେହେରା ମନୋନୟନ ପତ୍ର ଦାଖଲ
Read More...

ନୂତନ ଭାବେ ସରପଂଚରେ ଜିତିଥିବା ପ୍ରମିଳା ସାହୁଙ୍କ ଦାୟିତ୍ୱ ଗ୍ରହଣ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅଧିନସ୍ଥ ଭରସୁଜା ଗ୍ରାମପଞ୍ଚାୟତରେ ନୂତନ ଭାବେ ସରପଂଚରେ ଜିତିଥିବା ପ୍ରମିଳା ସାହୁ ଆଜି ପଂଚାୟତରେ ସରପଞ୍ଚ ପଦ ଅଧିଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇ.ଓ, ଜି.ଆର୍‌. ଏସ୍‌(ଯୋଗାଣ ଅଧିକାରୀ) ପଂଚାୟତର ସମସ୍ତ ଗ୍ରାମର ନବନିର୍ବାଚିତ
Read More...

ଅସହାୟ ମହିଳାଙ୍କ ଶବ ସତ୍କାର କଲେ ରେଂଗାଲିର ବଜରଂଗ ଦଳ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଂଚାୟତର ରେଂଗାଲି ଗ୍ରାମରେ ଉକିଆ ସାହୁ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ଭାଇ କେହି କାନ୍ଧ ଦେବାକୁ ଆସି ନଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଶବ
Read More...

ନଅଗାଁ(ଖ)ରେ ବିଜ୍ଞାନ ଦିବସ-୨୦୨୨ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(ଖ) ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ପରିଚାଳନା କମିଟି ତଥା ଆଲୁମିନି ଓ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଜିଲ୍ଲାସ୍ତରୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଜ୍ଞାନ ସମ୍ୱନ୍ଧୀୟ ୨୮ଟି
Read More...

ଆଗଲପୁର ବ୍ଲକର ୨ନଂ ଜୋନରେ ସରପଂଚ ଓ ସମିତି ସଭ୍ୟ ଭାବେ କେଉଁମାନେ ବିଜୟୀ ହୋଇଛନ୍ତି ଆସନ୍ତୁ ଜାଣିବା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ୨ନଂ ଜୋନରେ ଥିବା ୧୧ ଗୋଟି ପଂଚାୟତର ବିଜୟୀ ସରପଂଚ ଓ ସମିତି ସଭ୍ୟମାନଙ୍କୁ ଆସନ୍ତୁ ଜାଣିବା । ଡୁଡୁକାର ଅଶୋକ ପଟେଲ ୧୪୩୭ ଭୋଟରେ, ଉପରବାହାଲ ମାନି ସାହୁ ୧୧୪୨ ଭୋଟରେ, ସାଲେଭଟା ବିଜୟ ବେହେରା ୮୯୨ ଭୋଟରେ, ମୁରସୁଣ୍ଢୀ ରଥି ସାହୁ ୭୬୨
Read More...

ଆଗଲପୁର ବ୍ଲକ ୨ ନଂ. ଜୋନରେ ବିଜେଡି ପ୍ରାର୍ଥିନୀ ବୀଣାପାଣି ଦାଶ ବିଜୟୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୨ ନଂ. ଜୋନର ଫଳାଫଳ ମୁତାବକ ବିଜେଡି ପ୍ରାର୍ଥିନୀ ବୀଣାପାଣି ଦାଶ ବିଜୟୀ ହୋଇଥିବା ଜଣାଯାଇଛି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆଗଲପୁର ବ୍ଲକର ୨ଟି ଯାକ ଜିଲ୍ଲା ପରିଷଦ ଜୋନରେ ବିଜେଡି ବଶଜେପି ହାତରୁ ଛଡାଇ
Read More...