Browsing Tag

agalpur news

କୁଟାସିଂହାରେ ରକ୍ଷାବନ୍ଧନ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଆଗଲପୁର ବ୍ଲକର କୁଟାସିଂହାଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଆନୁକୂଲ୍ୟରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‌ଶାଖାକାର୍ଯ୍ୟବାହ ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଘର
Read More...

ଆଗଲପୁର ସାହିତ୍ୟ ଘର ଆନୁକୂଲ୍ୟରେ ରକ୍ଷାବନ୍ଧନ ନିଶା ନିବାରଣ ବ୍ରତ ପାଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବ୍ଲକ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଡୁଡୁକାସ୍ଥିତ ପଲ୍ଲୀଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରକ୍ଷାବନ୍ଧନ ନିଶା ନିବାରଣ ବ୍ରତ ପାଳିତ ହୋଇଯାଇଛି । ଆଗଲପୁର ବ୍ଲକ ସାହିତ୍ୟ ଘର ସଭାପତି ତଥା ଆଦର୍ଶ ଶିକ୍ଷକ ଯୋଗୀନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଡାହାଣୀ ସନ୍ଦେହରେ ଦଳିତ ମହିଳାଙ୍କୁ ବିଚ୍‌ ବଜାରରେ ଆକ୍ରମଣ କରି ମାଡ ମାରିଥିବା ଅଭିଯୋଗ ନେଇ ମହିଳା ଆଗଲପୁର ଥାନାର…

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଜିକାର ବିଜ୍ଞାନ ଯୁଗରେ ମଧ୍ୟ ମଣିଷ ମନରୁ ଅନ୍ଧ ବିଶ୍ୱାସ ରହିଛି । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଦଳିତ ମହିଳାଙ୍କୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଅକଥନୀୟ ଅତ୍ୟାଚାର, ନିର୍ୟାତନାର ଶିକାର ହେବାକୁ ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି
Read More...

ଝରନିପାଲି ପଞ୍ଚାୟତରେ ୱାଟର ଫିଲଟର୍‌ ପ୍ରଦାନ

ଆଗଲପୁର, (ବିମଳେନ୍ଦୁ ସାହୁ) : ୭୮ତମ ସ୍ଵାଧୀନତା ଦିବସ ଅବସରରେ ଆଗଲପୁର ବ୍ଲକ ଝରଣିପାଲି ଗ୍ରାମପଞ୍ଚାୟତ ତରଫରୁ ଏକ ସ୍ୱତନ୍ତ୍ର ତଥା ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପଞ୍ଚାୟତ ଅନ୍ତର୍ଗତ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଇଲେକ୍ଟ୍ରି ୱାଟର ଫିଲ୍ଟର
Read More...

ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ତାପମାତ୍ରା ବୃଦ୍ଧିକୁ ରୋକିବା ସହ ପରିବେଶ ସନ୍ତୁଳନ ବଜାୟ ରଖିବାକୁ ପର୍ଯ୍ୟାପ୍ତ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ । ସମସ୍ତେ ଗଛ ଲଗାଇ ଭୁଲି ଯାଉଥିବା ବେଳେ ରୋପିତ ଚାରାର ସୁରକ୍ଷା, ଯତ୍ନ ଓ ଅଭିବୃଦ୍ଧିର ସଂକଳ୍ପ ନେଇଛନ୍ତି ମୁରସୁଣ ଗାଁର ସଚେତନ ଯୁବ ସମାଜ
Read More...

ଡୁଙ୍ଗୁରିପାଲି ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧୀରେନ୍ଦ୍ର କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ
Read More...

ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ଼ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣୀପାଲି ଠାରେ ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ଼ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ କରାଯାଇ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ୬୦ ଚଣ
Read More...

ବିବେକାନନ୍ଦ ପଟେଲଙ୍କ ଦେହାନ୍ତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ରୋତ୍ ଗ୍ରାମର ବିବେକାନନ୍ଦ ପଟେଲଙ୍କ ୫୬ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ସେ ଜଣେ କର୍ତ୍ତବ୍ୟ ପରାୟଣ ପଶୁଧନ ନୀରିକ୍ଷକ ଭାବେ ନିଷ୍ଠାପର ସହିତ ନିଜର ଦାୟିତ୍ଵ ନିର୍ବାହ କରି ଆସୁଥିଲେ । କରୋନା ମହାମାରୀ ସମୟରେ ସେ ଯକୃତ କର୍କଟ
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଁରେ ଅସୁରକ୍ଷିତ ଅବସ୍ଥାରେ ପାଣିଟାଙ୍କି

ଆଗଲପୁର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିଜ ଗାଁ ନଅଗାଁ (ଖ)ର ପିଇବା ପାଣିଟାଙ୍କି ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି । ଗାଁରେ ୨ଟି ଯାକ ପାଣିଟାଙ୍କିର ଢାଙ୍କୁଣୀ ନାହିଁ । ବର୍ଷା ଦିନରେ ଗୋଳିଆ ପାଣି ପଶି ଟାଙ୍କି ପାଣି ଖରାପ ହେବାର ଆଶଙ୍କା ଥିଲେ ମଧ୍ୟ
Read More...

ରୋତ୍‌ କଲେଜରେ ଅଗଷ୍ଟ କ୍ରାନ୍ତି ଓ ଆଦିବାସୀ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ ଠାରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି କାହ୍ନୁଚରଣ ଦର୍ଜିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ
Read More...