om academy

ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି

jsm

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି । ଅଙ୍ଗନୱାଡ଼ି ଚାକିରୀ କରାଇଦେବା ପାଇଁ ୮୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିନାପାଲି ଚଟିଆଗୁଡ଼ା ସେକ୍ଟର ସୁପର ଭାଇଜର ହର୍ଷମଣି ମହାନନ୍ଦ । ସୂଚନା ଅନୁସାରେ ସିନାପାଲି ସାଗୁନଭାଡ଼ି ସେକ୍ଟର ଅଙ୍ଗନୱାଡି କେନ୍ଦ୍ର ଦୁଇର ଅଙ୍ଗନୱାଡି ପଦବୀ ପାଇଁ ଆବେଦନକାରୀଙ୍କ ଠାରୁ ଚାକେରି କରାଇ ଦେବାପାଇଁ ଚଟିଆଗୁଡ଼ା ସେକ୍ଟର ସୁପର ଭାଇଜର ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିନାପାଲି ସହର ସ୍ଥିତ ବସଷ୍ଟାଣ୍ଡ ନିକଟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କଳାହାଣ୍ଡି ନୂଆପଡା ନବରଙ୍ଗପୁର ଭିଜିଲାନ୍ସ ଦଳ ଏକାକୀ ଏଥିରେ ସାମିଲ ଥିଲେ ।

Leave A Reply

Your email address will not be published.