ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ଉତ୍କଳ ଦିବସ ପାଳନ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ଉତ୍କଳ ଦିବସ ପାଳନ ହୋଇଯାଇଛି । ଉତ୍କଳର ବରପୁତ୍ର ମଧୁସୂଧନ ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଫୋରମ ସଦସ୍ୟମାନେ ମାଲ୍ୟର୍ପଣ କରିଥିଲେ ଏବଂ ଢେଙ୍କାନାଳ ସହରରେ ଓଡ଼ିଆରେ ନାମ ଫଳକ ଲେଖିଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.