om academy

ନିଜ ପୋଷ୍ୟ ସଇଁନ୍ତଲା ବାଳିକା ହାଇସ୍କୁଲକୁ ନେଇ ମନ୍ତ୍ରୀଙ୍କ ଚିନ୍ତା : ଭର୍‌ଚୁଆଲ ମୋଡ୍‌ରେ ମନ୍ତ୍ରୀ ଟୁକୁନି ସାହୁ ଶିକ୍ଷୟତ୍ରୀଙ୍କ ସହ କଲେ ଆଲୋଚନା

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳିକା ହାଇସ୍କୁଲକୁ ନେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ବେଳେ ଭର୍‌ଚୁଆଲ ମୋଡ୍‌ରେ ଗୁଗୁଲ ମିଟ୍‌ ଆପ୍ଲିକେସନ୍ ମାଧ୍ୟମରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ଅବସରରେ ଉଦ୍‌ବୋଧନ ଦେଇଥିଲେ । ଏହି ସ୍କୁଲର ସାମଗ୍ରିକ ବିକାଶ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ ଓ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି ଶିକ୍ଷୟତ୍ରୀ ମାନଙ୍କୁ ସଚେତନ କରିଥିଲେ ।

Leave A Reply

Your email address will not be published.