ଟିମ୍ ହ୍ୟୁମାନିଟର ଆଉ ଏକ ବଳିଷ୍ଠ ପଦକ୍ଷେପ : ଆବର୍ଜନାପୂର୍ଣ୍ଣ ଶ୍ମଶାନ ପରିସର ସଫେଇ କଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଗତ ଦିନରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟକରି ବେଶ୍ ପ୍ରଶଂସିତ ହୋଇଥିବା ବେଳେ ଟିମ୍ ହ୍ୟୁମାନିଟ୍ କନ୍ଧମାଳ ପକ୍ଷରୁ ଆରମ୍ଭ ହୋଇଥିଲା ଅନ୍ୟ ଏକ ନୂତନ ପଦକ୍ଷେପ । ସହରରେ ଥିବା ସମସ୍ତ ଆବର୍ଜନାପୂର୍ଣ୍ଣ ଶ୍ମଶାନ ପରିସରକୁ ସଫେଇ ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ନାରାୟଣୀ ମନ୍ଦିର ରାସ୍ତାରେ ଥିବା ଆବର୍ଜନାପୂର୍ଣ୍ଣ ଶ୍ମଶାନ ପରିସର ସଫା କରାଯାଇଛି । ଏ ନେଇ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.