ଖୋର୍ଦ୍ଧା : ବେଗୁନିଆ ପୋଷ୍ଟ ଅଫିସ କୁସୁପଲ୍ଳା ତହସିଲ କର୍ମଚାରୀ ରମେଶ ଦଳେଇଙ୍କ ଘରେ ୪ରୁ ୫ ଜଣ ମୁଖା ପିନ୍ଧା ଯୁବକ ଘରେ ପଶି ରମେଶଙ୍କ ସ୍ତ୍ରୀକୁ ଡରେଇବା ସହ ହାତଗୋଡ ବାନ୍ଧି କୋଠରୀ ଭିତରେ ବନ୍ଦ କରିଦେଇଥିଲେ । ପରେ ଦୁବୃର୍ତ୍ତ ମାନେ ସୁନା ଲୁଟି ନେବାବେଳେ ଘରକୁ ଟିଉସନ କରିବାକୁ ଆସିଥିବା ଶିକ୍ଷକ ଏହାକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ କହିଛନ୍ତି ।
Next Post