ଶିଶକେଲା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତଦାରଖ କଲେ ଏବିଡ଼ିଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତଦାରଖ କରିଛନ୍ତି ଏବିଡ଼ିଓ ପ୍ରଦୀପ ପଟ୍ଟନାୟକ । ହିତାଧିକାରୀଙ୍କ ଘରକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ, ନୂତ ରାସ୍ତା ନିର୍ମାଣ କାର୍ୟ୍ୟ ଭଳି ଅନେକ ସ୍ଥାନ ବୁଲି ଦେଖିଛନ୍ତି । ତେବେ ଏବିଡ଼ିଓ ଭଲ କାମ ହେଉଥିବାରୁ ମଧ୍ୟ ସରପଞ୍ଚ ଉମାକାନ୍ତ ରଣାଙ୍କୁ ମଧ୍ୟ ପ୍ରଂସଶା କରିଥିବା କୁହାଯାଇଛି । ଏଥିରେ କାର୍ୟ୍ୟନିର୍ବାହୀ ଅଧିକାରୀ ଦୁଃଖ ବନ୍ଧୁ ରଣା, ସରପଞ୍ଚ ଉମାକାନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.